logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Kui Sabdakosh

Please click here to read PDF file Odia-Kui Sabdakosh

ଅବିବେକି
ଜେଡାନବା ସିଡାନାଞ୍ଜୁ
ଅବିବେକି ବିନଷ୍ଟ ହେବ |
ଜେଡା ନବା ସିଡାନାଞ୍ଜୁ ମୁହି ଆନେଞ୍ଜୁ |

ଅବଜ୍ଞା
ବାର୍ଗି ଏନ୍‍ମ୍ବା କୂବା
ବାପା ମାଆଙ୍କ ଆଦେଶ ଅବଜ୍ଞା କରନାହିଁ |
ଆଜା ଆବାତାରା ବାର୍ଗି ଏନ୍‍ମ୍ବା କୂଆ |

ଅଫିସର
ଅପିସର
ଆମ ସାହିକୁ ଜଣେ ଅଫିସର ଆସିଥିଲେ |
ମାଇ ନାଜୁତାଙ୍ଗି ରଆଞ୍ଜୁ ଅପିସର ୱାଜାସେଞ୍ଜୁ |

ଅଶେଷ
ବିହାନାରି
ପ୍ରେମ ଅଶେଷ ଅଟେ |
ଜେଡା ଏସେକାବେଏ ବିହାନାରି |

ଅବଶ୍ୟ
ଉଜେନେ
ଆମେ ଅବଶ୍ୟ ଦେଶ ସେବା କରିବାକୁ ହେବ |
ଅଜୁ ଉଜେନେ ଦେସା ସେଲୁ କାବାଡି ଗିବା ଆନେ |

ଅଳ୍ପକ୍ଷଣ
ଈକେଡେଲି
ଇନ୍ଦ୍ରଧନୁ ଅଳ୍ପକ୍ଷଣ ଦେଖାଯାଏ |
ଜିଉ ବୁଡୁ ଇକେଡେଲି ତଞ୍ଜିନେ |

ଅସ୍ଥି
ପ୍‍ ଡେକା
ଆମ ଦେହରେ ୨୦୬ ଖଣ୍ଡ ଅସ୍ଥି ଅଛି |
ମାଇ ଗାଣ୍ଡିତାନି ୨୦୬ ଟା ପ୍‍ ଡେକା ମାଞ୍ଜାନୁ |

ଅସହଯୋଗ
ଆଡାକୂବା
ଅସହଯୋଗରେ ବିକାଶ ନାହିଁ |
ଆଡାକୂବାଈ ବାଡ଼ି ଆବା ସିଡେ |

ଅଝଟ
ଡିହା
ଅଝଟ କରିବା ମନ୍ଦ ଅଟେ |
ଡିହା ଆବା ନେଗି ସିଡେ |

ଅର୍ଥ
ପାଇଡାବୁ
ପରିଶ୍ରମ କରି ଅର୍ଥ ଉପାର୍ଜନ କର |
ପାଇଟି କାବାଡି ଗିଆନା ପାଇଡାବୁ ଅର୍ଜିଆଦୁ |


logo