logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Kui Sabdakosh

Please click here to read PDF file Odia-Kui Sabdakosh

ଅଳ୍ପ
ଈକେ
ମୁଁ ଅଳ୍ପ କହେ ବେଶୀ କରେ |
ଆନୁ ଈକେ ବେସିଈ ଗାମେ ଗିଈ |

ଅଳ୍ପାୟୁ
ଇକେନୀମ୍ବା
ନିଶା ସେବନ କଲେ ଅଳ୍ପାୟୁ ହୁଏ |
ସସିନାଆ ତିସେକା ଉଟେକା ଇକେ ନୀମ୍ବା ଆନେ |

ଅମଙ୍ଗ
କୂବା
ମିଲି ବଣକୁ ଯିବାକୁ ଅମଙ୍ଗ ହେଲା |
ମିଲି ଗସାତାଙ୍ଗି ସାଲ୍‍ବା କୁୱା ଏଲୁ ଗିତେ |

ଅସ୍ତ୍ର
କୂଡେ କୁରାଡି
ଯେ ଅସ୍ତ୍ର ଧାରଣ କରେ ସେ ଅସ୍ତ୍ରରେ ମରେ |
କୂଡେ କୂରାଡି ଆଃନାଞ୍ଜୁ ଏରାଡାଈନେ ସାନେଞ୍ଜୁ |

ଅଳି
ନୂଡି ଆଃପା
ମିନି ଅର୍ଦ୍ଧରାତ୍ରରେ ବାହାରେ |
ମିନି ଇସ୍କୁଲିତାଙ୍ଗି ସାଲ୍‍ବା ସେଲୁ ନୂଡି ଆଃପିନେ |

ଅର୍ଦ୍ଧରାତ୍ର
ତୁଲେ ନାଡାଙ୍ଗି
ଚୋର ଅର୍ଦ୍ଧରାତ୍ରରେ ବାହାରେ |
ପ୍‍ ଡେକରେଏଞ୍ଜୁ ତୁଲେ ନାଡାଙ୍ଗି ସ୍‍ଡଃନେଞ୍ଜୁ |

ଅଦ୍ଭୁତ
ଆଦାଙ୍ଗି
ଆକାଶରେ ବେଳେବେଳେ ଅଦ୍ଭୁତ ଦୃଶ୍ୟ ଦେଖାଯାଏ |
ମୂଡେଙ୍ଗିଆ ଜାହିତାନି ଆଦାଙ୍ଗିତାଈ ତସ୍କିନୁ |

ଅଧା
ତୁଲେ
ବଗିଚାର ଅଧା କାମ ଆମେ କରିବୁ |
ଟୁଟାତାରା ତୁଲେ କାବାଡି ଆମୁ ଗିନାମୁ |

ଅଧିର
ଜେଡକ୍‍ଡଃପା
ଦୁଃଖ ବେଳେ ଆମେ ଅଧିର ହେଉ |
ବିକାଲି ଡେଲିତା ମାନ୍ଦେ ଜେଡା କ୍‍ଡପିଞ୍ଜାନେ |

ଅଦାଲତ
ତୂକି ଗନିବାହା
ଆମ ରାଜ୍ୟରେ ସର୍ବୋଚ୍ଛ ଅଦାଲତ ରହିଛି |
ମାଇ ରାଜ୍ୟତାନି ତୂକିଗିନା ଦେରିବାହାମାନେ |


logo