logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Kui Sabdakosh

Please click here to read PDF file Odia-Kui Sabdakosh

ଅସୁମାରି
ଦାଲା
ରାତିରେ ଅସୁମାରି ତାରା ଦେଖାଯାଆନ୍ତି |
ନାଡାଙ୍ଗି ଦାଲା ସୁକାଙ୍ଗା ତଞ୍ଜିନୁ |

ଅସମ୍ଭବ
ଆବାମୂଆନି
ଅସମ୍ଭବ ବୋଲି କେବେ କହ ନାହିଁ |
ଆବାମୂଆନି କାତା ବେସ୍‍ପା କୂନା |

ଅମ୍ବର
ମୂଡେଙ୍ଗି
ନୀଳ ଅମ୍ବର ଭାରି ସୁନ୍ଦର |
ନୀଲି ମୂଡେଙ୍ଗି ଗାମେ ସାଞ୍ଜା ତସ୍କିନେ |

ଅସ୍ତ
କ୍‍ଡୁବା
ଅସ୍ତ ବେଳେ ସୂର୍ଯ୍ୟ ଲାଲ ଦେଖାଯାଏ |
କ୍‍ଡୁବା ଡେଲିତାନି ବେଲା ରାତା ପୂପିମାନେ |

ଅମର
କାଲେଂକାଲା
ଦେଶ ପାଇଁ ପ୍ରାଣ ଦେବା ବ୍ୟକ୍ତି ଅମର ହୁଅନ୍ତି |
ଦେଶାସେଲୁ ପରାଣି ସୀନାଞ୍ଜୁ କାଲେଂକାଲା ନୀମ୍ବିନେଞ୍ଜୁ |

ଅପରିଷ୍କାର
ସପ୍ରା
ଅପରିଷ୍କାର ହୋଇ ରହିଲେ ରୋଗ ହୁଏ |
ସପ୍ରା ଆଜାନା ରାହି ଆତେକା ରୂଗ ଆନେ |

ଅମଳ
ତାସାକୱା
ଫସଲ ଅମଳ ସମୟେ ଚାଷି ଖୁସି ହୁଏ |
ତାସା କୱାଡେଲିତାନି ତାସାଗାଟାଞ୍ଜୁ ରେହା ଆନେଞ୍ଜୁ |

ଅପାର
ଗାମେ
ଅପାର ଧନ ଅପେକ୍ଷା ପ୍ରେମ ଉତ୍ତମ |
ଗାମେ ଦନବିତତିକି ଜେଡା ଗାପ୍‍ସି ନେଗି |

ଅବଶିଷ୍ଟ
ସାରିତି
ଅବଶିଷ୍ଟ ସମୟ ମୁଁ ବଗିଚା କାମ କରେ |
ସାରିତି ଡେଲିତାନି ଆନୁ ବାଡ ପାଇଟୀ ଗିପିମାଈ |

ଅନ୍ତର
ତୁଃପା
ମନ୍ଦ ଅଭ୍ୟାସକୁ ନିଜଠାରୁ ଅନ୍ତର କର |
ଡଇ କାବାଡି ନୀ ବାହାଡାଇ ତୁଃପା ଆନେ |


logo