logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Kui Sabdakosh

Please click here to read PDF file Odia-Kui Sabdakosh

ଅପେକ୍ଷା
ଜପା
ମୁଁ ତୁମକୁ ଅପେକ୍ଷା କରି ଆସିବି |
ଆନୁ ନୀଙ୍ଗେ ଜପା ବାଈ |

ଅକ୍ଷର
ଅକ୍ୟର
ତୁମର ଅକ୍ଷର ବହୁତ ସୁନ୍ଦର ଅଟେ |
ନୀଈ ଅକ୍ୟର ଗାମେ ସାଞାମାନୁ |

ଅଠା
ଅଟା
ଅଠାରେ କାଗଜ ଲଗାଯାଏ |
ଅଟାଡାଇ କାଗଜଙ୍ଗ ଆଃପ ଗିୱା ଆଇନେ |

ଅକଲ ଗୁଡୁମ୍‍
ଏଲୁ ମ୍ରାଙ୍ଗା
ମୃତ୍ୟୁ ଖବର ପାଇ ମୋର ଅକଲ ଗୁଡୁମ୍‍ ହେଲା |
ସାବା ସଦି ବେଞାନା ନାନ୍ଦେ ଏଲୁ ମ୍ରାଙ୍ଗାତେ |

ଅଧଃକ୍ରମ
ନେଡେକି ନେଡେକି
ମୁଁ ଅଧଃକ୍ରମରେ ନାମଗୁଡିକ ପଢିଲି |
ଆନୁ ନେଡେକି ମେଡେକି ପାଦାଙ୍ଗ ପଡିଆତେ |

ଅମ୍ଲ
ସ୍ରାଃପା
ଅମ୍ଲ ରସ ପିଇ ହୁଏ ନାହିଁ |
ସ୍ରାଃପା ରସ ଉନ୍‍ମା ମୂପା ଆଏ |

ଅନ୍ନ
ତିନ୍‍ମ୍ବା
ଅନ୍ନ ବିନା ଆମେ ବଞ୍ଚି ପାରିବା ନାହିଁ |
ତିନ୍‍ମ୍ବା ଆଆତାକା ଆଜୁ ନୀମ୍ବା ମୂଆସୁ |

ଅଣ୍ଟା
ରେଡୀ
ବୁଢା ବୁଢୀମାନେ ଅଣ୍ଟା ପାରନ୍ତି ନାହିଁ |
ବୁଡା ବୁଡାଲିସାକା ରେଡୀ ମୂଅ |

ଅଁଳା
ଜୁରଗା କାଙ୍ଗା
ଅଁଳା ତେଲ କେଶକୁ ଭଲ |
ଜୁର୍‍ଗାକାଙ୍ଗା ନିଜୁ ତ୍ଲାଉ ସେଲୁ ନେଗି |

ଅଞ୍ଚଳ
ଦିନା
ଆମ ଅଞ୍ଚଳ ଜଙ୍ଗଲରେ ପୂର୍ଣ୍ଣ |
ମାନ୍ଦେ ଦିନା ଗସାଙ୍ଗାଡାଈ ପୂରି ଆଜାନେ |


logo