logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Kui Sabdakosh

Please click here to read PDF file Odia-Kui Sabdakosh

ଓଡିଆ ଶଦ୍ଦ (Odia word)
କୁଇ ଶଦ୍ଦ (Kui word)
ଓଡିଆ ବାକ୍ୟ (Odia Sentence)
କୁଇ ବାକ୍ୟ (Kui Sentence)

ଅତିଥି
ନାଜୁଗାଟାଞୁ
ଆମ ଘରକୁ ଅତିଥି ଆସିଛନ୍ତି |
ମାପେକି ନାଜୁଗାଟାଞୁ ୱାଜାମାନେଞୁ |

ଅଙ୍କନ
ଉଃଦୁ
ଗୋଟିଏ କାଉର ଚିତ୍ର ଅଙ୍କନ କର |
ରଣ୍ଡା କାକାତାରା ପୂଟ ଉଃଦୁ |

ଅଭିଭାବକ
ଆଜା ଆବା ଡେଃଙ୍ଗିତାକା
ଅଭିଭାବକମାନେ ତୁମର ଯତ୍ନ ନିଅନ୍ତି |
ଆଜା ଆବାଡେଃଙ୍ଗିତାକା ମୀଙ୍ଗେ ଲପ୍‍କି ମାଞାନେରୁ |

ଅଭ୍ୟାସ
କାଦି ଆଦୁ
ଗୀତ ଗାଇବା ଅଭ୍ୟାସ କର |
ଗାଡ଼ି ଏସା କାଦି ଆଦୁ |

ଅଭିନୟ
ଏନ୍ଦା ତସ୍‍ପା
ରବି ଭଲ ଅଭିନୟ କରି ଜାଣେ |
ରବି ନେଗି ଏନ୍ଦା ତସ୍‍ପା ପୁନେଞୁ |

ଅଜା
ଆକେ
ଆମ ଅଜାଙ୍କ ନାମ ଡିଙ୍ଗୁରା ପ୍ରଧାନ |
ମାଇ ଆକେ ପାଦା ଡିଙ୍ଗୁରା ପ୍ରଧାନ |

ଅଧିକ
ଗାମେ
ମୁଁ ସମସ୍ତଙ୍କଠାରୁ ଅଧିକ ପାଠ ଜାଣେ |
ଆନୁ ଗୁଲେତାକାରିକି ସାରକି ପାଟ ପୁଞିମାଇ |

ଅମୃତ
ଡିସେକା ସାଆନାରି
ଅମୃତ ଖାଈଲେ କେହି ମରନ୍ତି ନାହିଁ |
ଅମୃତ ଡିସେକା ଏସେକୱେଏ ସାଆନାରି |

ଅଣ ଓସାରିଆ
ଜୂପି
ଆମ ଗ୍ରାମକୁ ଅଣ ଓସାରିଆ ରାସ୍ତାଟିଏ ଅଛି |
ମାଇ ନାଜୁତାଙ୍ଗି ରଣ୍ଡେ ଜୂପି ପାହେରି ମାନେ |


logo