logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Khadia Dictionary (Kharia)

ଅଂଚଳ
ଇଲାକା
ଆମ ଅଂଚଳ ଜଙ୍ଗଲରେ ପୂର୍ଣ୍ଣ ।
ଏଲାଃ ଇଲାକାଯେ ଆଡାୟ ବୁଙ୍ଗ୍ ଭରପୂର ।

ଅଧ୍ୟୟନ
ପଢ଼େକା
ଧର୍ମ ପୁସ୍ତକ ଅଧ୍ୟୟନ ଜୀବନ ପାଇଁ ଭଲ ।
ଧରମ୍‌ ବହି ପଢ଼େକା ଜୀବନ ଆଃଥମ୍‌ ବନେ ।

ଅରମା
କାଚ୍‌ରା
ଆମେ ଆମ ବାଡିର ଅରମା ସଫା କରୁ ।
ଏଲେ ଏଲାଃ ବାଡ଼ିଆ କାଚ୍‌ରା ସାଫା ବାୟତେ ଲେ ।

ଅନୁଚ୍ଛେଦ
ଖଃଣ ଭେର୍‌
ତୁମେ ପ୍ରତିଦିନ ପାଞ୍ଚଟି ଅନୁଚ୍ଛେଦ ସାହିତ୍ୟ ପଢ଼ ।
ଆମ ଝାକି ଦିନ ପାଂଚ ଖଃଣ ଭେର୍‌ ସାହିତ୍ୟ ପଢ଼େନାମ୍‍ ।

ଅସନା
କେଚ୍‌କେଚା
ପିଲାଟି ବହୁତ ଅସନା ହୋଇଛି ।
ବେଟା ଯେଃ ବଡା କେଚ୍‌କେଚା ହଏସିଗ୍‌ ।

ଅକଲ
ବୁଦ୍ଧି
ବଣରେ ବାଘ ଦେଖି ମୋର ଅକଲ ହଜିଗଲା ।
ଆଡାୟେତେ କିଡଃ ଜୟ କଲା ଇଙ୍ଗା ବୁଦ୍ଧି ସିଡ୍‌ଗଃକି ।

ଅଟ୍ଟାଳିକା
ବେଲ୍‌ଡିଙ୍ଗ୍
ଧନିକମାନେ ଅଟ୍ଟାଳିକାରେ ରହନ୍ତି ।
ଧନୀ ଲେବୁକି ବେଲ୍‌ଡିଙ୍ଗ୍ ଅଃତେ ରହେତାକି ।

ଅଳନ୍ଧୁ
ଅନ୍ଧୁ
ରୋଷେଇ ଘରେ ଅଳନ୍ଧୁ ଲାଗେ ।
ରାନ୍ଧା ଅଃତେ ଅନ୍ଧୁ ଲାଃତା ।

ଅଳପ
କମେନା
ମଦ ଖାଇଲେ ଅଳପ ଆୟୁ ହୁଏ ।
ଝାରା ଉଥଃଲାଃ ଆୟୁ କମେ ଗଃତା ।

ଅଳିଆ
କାଚ୍‌ରାକୁଟା
ଅଳିଆ ଖାତରେ ଗଦା କରି ପୋତି ପକାଅ ।
କାଚ୍‌ରାକୁଟା ଢ଼ଡାତେ କୁଧା କରି ତିଲ୍‌ ଗଡେପେ ।


logo