logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Khadia Dictionary (Kharia)

ଆଙ୍କୁଡ଼ି
ଆଙ୍ଗାସା
ଆଙ୍କୁଡ଼ି ସହାଯ୍ୟରେ ଆମ୍ବ ତୋଳାଯାଏ ।
ଲାଠିଆଃ ଆଙ୍ଗାସା ବୁଙ୍ଗ୍ କାୟାର୍‌ କେଗ୍‌ତେ କି ।

ଆହ୍ଲାଦ
ଲେରୈଃ
ନୂଆ ବହି ଦେଖି କୁନି ଆହ୍ଲାଦିତ ହେଉଛି ।
ତମ୍‌ନେ ବହି ଜୟ୍‌ କରି କୁନି ଲେରୈଃ ତାଏଗ୍‌ ।

ଆୟୋଜନ
ବେବସ୍‌ଥା
ବିଦ୍ୟାଳୟରେ ବାର୍ଷିକ ଉତ୍ସବ ଆୟୋଜନ କରାଯାଏ ।
ଇସ୍‌କୁଲ୍‌ତେ ବରଷ୍‌ ଗଟାଃ ତିହାର୍‌ ମାନାୟ୍‌ନାଃଥମ୍‌ ବେବସ୍‌ଥା ବାୟତେକି ।

ଆହୁରି
ଅଡଃ
ଭଲ ଫଳ ପାଇବାକୁ ହେଲେ ଆହୁରି ପରିଶ୍ରମ କର ।
ବନେ ଲକୁ କୁଇନାଃଥମ୍‌ ଅଡଃ ଯୋଡ୍‌ଦାର୍‌ ଚେରେଷ୍ଟା ବାୟେପେ ।

ଇଶ୍ୱର
ମାହାପୁରୁ
ଇଶ୍ୱର ଆମର ସୃଷ୍ଟିକର୍ତ୍ତା ଅଟନ୍ତି ।
ମାହାପୁରୁ ଆନିଙ୍ଗତେ ଜନମ୍‌ ଜାଏତ୍‌ ବାଏସିଗ୍‌ ।

ଇଟା
ଇଟା
ଇଟା ମାଟିରେ ତିଆରି ହୁଏ ।
ଇଟା ଲଃଖାତେ ବନେତା ।

ଇସ୍ତ୍ରୀ
ଆଏରନ
ଇସ୍ତ୍ରୀ କରିବା ପରେ ପୋଷାକ ପିନ୍ଧିବା ଭଲ ।
ଆଏରନ୍‌ ତାର କଲା କୁର୍‌ତା ପେଁଟ୍‌ ସୁଇନା ଭଲ ହାଏ ।

ଉତ୍ତର
ଉତର
ପ୍ରଶ୍ନର ସଠିକ୍‌ ଉତ୍ତର ଦିଅ ।
ପର୍‌ଶନ ଆଃ ସଠିକ୍‌ ଉତର୍‌ ତେରେପେ ।

ଉଚିତ
ଠିକ୍‍
ପିଲା ମାନଙ୍କୁ ଉଚିତ ଶିକ୍ଷା ଦିଅନ୍ତୁ ।
କୁଣୁଃକିତେ ଠିକ୍‍ ଶିକ୍ଷିୟା ତେରେପେ ।

ଉଦୟ
ମୁଃସିଂନା
ପ୍ରତିଦିନ ଠିକ୍‍ ସମୟରେ ସୂର୍ଯ୍ୟ ଉଦୟ ହୁଏ ।
ଝାକିଦିନ ଠିକ୍‍ ବେଡାତେ ବେଡ ମୁଃସିଂତା ।


logo