logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Khadia Dictionary (Kharia)

ଲକ୍ଷଣ
ଚିହ୍ନା
ବେଳେବେଳେ ଆକାଶରେ ଅଦ୍ଭୁତ ଲକ୍ଷଣ ଦେଖାଯାଏ ।
ମେସନ୍‌ ମେସନ୍‌ ଆକାଶ୍‌ତେ ଅଜବ୍‌ କିସମ୍‌ ଆଃ ଚିହ୍ନା ଜଏତା ।

ଲକ୍ଷ୍ୟ
ଆଶା
ଶିକ୍ଷକ ହେବା ପାଇଁ ମୋର ଲକ୍ଷ୍ୟ ଅଛି ।
ମାଷ୍ଟର ହଏନାଃଥମ୍‌ ଇଙ୍ଗାଃ ଆଶା ଆଃଇ ।

ଲଙ୍କା
ମାର୍‌ଚି
ନାଲି ଲଙ୍କା ଅଧିକ ରାଗ ହୁଏ ।
ଲାଲ୍‌ ମାର୍‌ଚି ଅଏତ୍‌କା ସିଡ୍‌ତେ ।

ଲଟା
ଲାଟା
ଘର ଚାରି ପାଖରେ ଥିବା ଲଟାବୁଦା ସଫା କର ।
ଅଗାଃ ଚାର୍‌ହି ପାଖ ଆଃ ଲାଟାବୁଦା ସଫା ବାୟେପେ ।

ଲତା
ଜୁଡୁ
କଖାରୁ ଲତା ରଞ୍ଜାରେ ମାଡ଼ିଯାଉଛି ।
ଖାଖୁର୍‌ଲା ଜୁଡୁ ରାଏଁଞ୍ଜ ସାରା ଡାଲଗଃତାଏଗ୍‌ ।

ଲମ୍ଫ
ଚିଲାଙ୍ଗ୍
ମାଙ୍କଡ଼ଟି ଲମ୍ଫ ଦେଇ ଦୌଡ଼ିଗଲା ।
ବାନ୍ଦରାଯେଃ ଚିଲାଙ୍ଗ୍ କରି ବତ୍‌କେଗଃକି ।

ଲମ୍ବା
ଲମ୍ବା
ଭୋଟ ଦେବାକୁ ଲୋକେ ଲମ୍ବା ଧାଡ଼ିରେ ଠିଆ ହୋ‌ଇଛନ୍ତି ।
ଭୋଟ ତେର୍‌ନାଃଥମ୍‌ ଲେବୁକି ଲମ୍ବା ଲାଇନ୍‌ ତେ ତଙ୍ଗହନ୍‌ ସିର୍‌କି ।

ଲାଗିବ
ଲାଃଆନା
ଘର ତିଆରି ପାଇଁ ୨୧ ହଜାର ଟଙ୍କା ଲାଗିବ ।
ଅଃ ତିଆର ବାଏନାଃଥମ୍‌ ଏକୁଶ ହାଜାର୍‌ ରୁପିଆ ଲାଃନା ।

ଲାଜ
ଗିଆଲ
ନୂଆ ଲୋକଙ୍କୁ ମୁହଁ ଦେଖାଇବା ମୋତେ ଲାଜ ଲାଗେ ।
ତମ୍‌ନେ ଲେବୁକିତେ ରୁମାଙ୍ଗ୍ ଅବ୍‌ଜନା ଇଙ୍ଗ୍ ତେ ଗିଆଲ୍‌ ଲାଃତା ।

ଲାଞ୍ଜ
ପାତା
ଗାଈ ତାର ଲାଞ୍ଜରେ ମାଛି ଅଡ଼ାଏ ।
ଗାଏ ଆଡିଆଃ ପାତାବୁଙ୍ଗ୍ କଣେଃ ନନ୍‌ତେ ।


logo