logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Khadia Dictionary (Kharia)

ଛକି
ଢେରାଦାଗ୍‌
ଭୁଲ ଉତ୍ତରରେ ଶିକ୍ଷକ ଛକି ଚିହ୍ନ ଦିଅନ୍ତି ।
ଭୁଲ୍ ଉତ୍ତର୍‌ ଲେଖାୟଲାଃ ମାଷ୍ଟର୍‌ ଢେରାଦାଗ୍‌ ତେର୍‌ତେ ।

ଛଚିନ୍ଦ୍ରା
ଛୁଛୁ
ଛଚିନ୍ଦ୍ରାକୁ ବିଲେଇ ଖାଏ ନାହିଁ ।
ଛୁଛୁ ତେ ବିଲେଇ ଉମ୍‌ ନଃତେ ।

ଛଟପଟ
ଛଟପଟାଏ ତାଏଗ୍‌
ଯନ୍ତ୍ରଣାରେ ପିଲାଟି ଛଟପଟ ହେଉଛି ।
କସୁବୁଙ୍ଗ୍ ବେଟାଯେଃ ଛଟପଟାଏ ଗଃତାଏଗ୍‌ ।

ଛତା
ଛାତା
ଖରା ବର୍ଷାରୁ ଛତା ରକ୍ଷା କରେ ।
ଗିଡିଙ୍ଗ୍ ବର୍‌ଷା ତାୟ୍‌ ଛାତା ବାଞ୍ଚାଏତେ ।

ଛତୁ
ଉଡ୍‌
ପୁରୁଣା କାଠରେ ଛତୁ ଫୁଟେ ।
ବାଇର୍‌ ସଙ୍ଗଲ ତେ ଉଡ୍‌ ଫୁଃଟେ ତା ।

ଛନଛନିଆଁ
ଛନଛନିଆଁ
ହାତୀମାନେ ଛନଛନିଆଁ ଫସଲକୁ ନଷ୍ଟ କରନ୍ତି ।
ହାଁଥୀ କି ଛନ୍‌ଛନିଆଁ ଖେତିତେ ଉଜାଏର୍‌ ବାୟତେ କି ।

ଛପର
ଛାଉନି
ନଡ଼ା ଛପର ଘର ଖରାଦିନେ ଥଣ୍ଡା ରହେ ।
ନାଡା ଛାଉନି ଅଃ ଗିଡିଙ୍ଗ୍ ଦିନ ଠଣ୍‌ହା ରହେତା ।

ଛପେଇ
ଲଟ୍‌କାଏନା
ଡାକ ଟିକଟ ଅଠାରେ ଛପେଇ ଦିଆଯାଏ ।
ଡାକ୍‌ ଟିକଟ୍‌ ଲସାତେ ଲଟ୍‌କାଏ ଗଃତେ କି ।

ଛଳରେ
ଢୁଠ୍‌ରି
କେଉଟଛଳରେ ମାଛ ଧରେ ।
କେଉଁଟ ଢୁଁଠ୍‌ରି ତେ କାଡଙ୍ଗ୍ ଧଃତେ ତେ ।

ଛାଞ୍ଚି
ଲାଃନା
ବଙ୍କା ଗଛକୁ ଚାଞ୍ଛି ସିଧା କରାଯାଏ ।
ଟେଡ୍‌ହାଃ ଦାରୁତେ ଲାଃ କରି ସିଧା ବାୟ୍‌ତେ କି ।


logo