logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Khadia Dictionary (Kharia)

ଥଟ୍ଟା ମଜା
ହସି ଖିଆଲ
ଥଟ୍ଟା ମଜାରେ କ୍ଷଣିକ ଆନନ୍ଦ ମିଳେ ।
ହସିମଜାତେ ଇଚିଃଡୁଙ୍ଗାଃ ଲେରୈଃକୁଇତା ।

ଥଣ୍ଟ
ଠୋର୍
ଶୁଆର ଥଣ୍ଟ ବଙ୍କା ଥାଏ ।
ରୂପ'ଆଃ/ମିଟୁ'ଆଃ ଠୋର୍‍ ଟେଢ଼ା ଆତା ।

ଥଣ୍ଡା
ଠଣ୍‌ହା
ଖରା ଦିନେ ଥଣ୍ଡା ପାଣି ପିଇବାକୁ ଭଲ ଲାଗେ ।
ଗିଡିଙ୍ଗ୍ ଦିନ ଠଣ୍‌ହା ଡାଃ ଉଡ୍‌ନାଃଥମ୍‌ ଭଲ ଲାଃତା ।

ଥର
ଥର
ମୁଁ ଦିନକୁ ଦୁଇଥର ଭାତ ଖାଏ ।
ଇଙ୍ଗ୍ ମୁସ୍‌ନିଙ୍ଗତେ ଦୁଇଥର ପେଗ୍‌ ନ‌ଅତିଙ୍ଗ୍ ।

ଥରକେ
ମେସନ୍‌ ତେ
କୁକୁଡ଼ା ଥରକେ ଗୋଟିଏ ଅଣ୍ଡା ଦିଏ ।
ସିଙ୍କକୋଏ ମେସନ୍‌ ତେ ମୁଇଙ୍ଗ୍ ଆଣା ତେର୍‌ତେ ।

ଥରଥର
ଥର୍‌ଥରାଏନା
ରୋଗୀ ଥରଥର ହୋ‌ଇ ବସିଛି ।
ବେମାରୀ ଥର୍‌ଥରାଏ କଲା ଡକସିଗ୍‌ ।

ଥରିବା
ଥର୍‌ଥରାଏ
ଥରିବା ମ୍ୟାଲେରିଆ ରୋଗର ଲକ୍ଷଣ ।
ଥର୍‌ଥରାଏନା ମେଲେରିଆ କସୁଆଃ ଲକ୍ଷଣ ହାଏ ।

ଥାନ
ଜାଗା/ଠାଣ
ଏହି ଥାନରେ ମୋର ଭାଇ ସହୀଦ ହୋ‌ଇଗଲେ ।
ଉ ଜାଗାତେ/ଠାଣତେ ଇଙ୍ଗଆଃ ଭାଇଗିଙ୍ଗ୍ ଦେଶ୍‌ ଆଃଥମ୍‌ ଜୀବନ ତେର୍‌ଗଥଃ/ସହିଦ୍‌ ହଏ ଗଃକି ।

ଥାନା
ଥାନା
ଅନ୍ୟାୟ ଦୂର କରିବା ପାଇଁ ଥାନା ରହିଛି ।
ଅନ୍ୟାୟ୍‌ ଡିସାଃ ବାୟ୍‌ନାଃଥମ୍‌ ଥାନା ଆଃଇ ।

ଥାଳି
ଥାଳି
ମୁଁ ମୋ ଖାଇବା ଥାଳି ସଫା କରେ ।
ଇଙ୍ଗ୍ ଇଙ୍ଗଆଃ ନଃନା ଥାଳି ସଫା ବାଏତିଙ୍ଗ୍ ।


logo