logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Khadia Dictionary (Kharia)

ମାଛ ଓ ମାଂସ ଶରୀରର ବୃଦ୍ଧି ଘଟାଏ ।
କାଣଙ୍ଗ୍ ର କୁମାଙ୍ଗ୍ ନିରିତେ ବଢାୟ୍‌ତେ ।

ଓଜନ
ଉଜନ୍‍
ଚାଷୀମାନେ ଓଜନ କରି ପନିପରିବା ବିକିବା ଉଚିତ ।
ପାର୍‌ଜାକି ତ‌ଉଲାଏକରି ଜିନିଷ ଅବସଙ୍ଗନାଃ କାୟମ୍‍ / ତାସିଲେବୁକି ।

ଓଟ
ଉଁଟ୍‍
ଓଟ ମରୁଭୂମିର ଜାହାଜ ଅଟେ ।
ଉଁଟ୍‍ ମରୁଭୂମିଆଃ ବିବାନ୍‍ ହାଏ ।

ଓଠ
ଚଁଣ୍‌
ଶୀତ ଦିନେ ଓଠ ଫାଟେ ।
ରାଙ୍ଗାଦିନ ଚଁଣ୍‌ ପାଃତା / ଠଣ୍‌ହାଃ ଲେରାଙ୍ଗ୍ ଚଁଣ୍‍ ପାଃତା ।

ଓଧ
ଉଦ୍‍
ଓଧ ପାଣିରେ ଯା ଆସ କରିପାରେ ।
ଉଦ୍‍ ଡାଃତେ ସାନ୍‌ନା ଡେଲ୍‌ନା ପାଲ୍‌ତେ ।

ଓଲଟାଇ
ଉଲଟାଏ
ଘୂର୍ଣ୍ଣିବାୟୁ ଘରର ଚାଳ ଓଲଟାଇ ଫିଙ୍ଗେ ।
ବାର୍‌ଣ୍ଡୋ ଅଗାଃ ଛାଉନି ଉଲ୍‌ଟାଏ ଖାବ୍‌ଡାୟତେ ।

ଓଳି
ଏକବେଳିଆ
ଗ୍ରୀଷ୍ମଋତୁରେ ଏକ ଓଳି କାମ କରିବା ଭଲ ।
ଗିଡି଼ଂଲେରାଙ୍ଗ୍ ଏକ୍‌ବେଳିଆ କାମୁନା ଭଲ ହାଏ ।

ଓଳି
ମୁଇଙ୍ଗବେଳା
ଗୋଟିଏ ଓଳି କାମ କଲେ ଅଧା ମଜୁରୀ ପାଇବ ।
ମୁଇଙ୍ଗବେଳା କାମୁକିଲାଃ ଆଧା ମଞ୍ଜରୀ କୁଏପେ ।

ଓଷ୍ଠ
ତ‌ଉଲୁଙ୍ଗଚଁଣ୍‌
କଥା କହିବାରେ ଓଷ୍ଠ ସାହାଯ୍ୟ କରେ ।
କାୟମ୍‌ନାତେ ତଭ୍‌ଲୁଙ୍ଗ୍ ଚଣ୍‌ ସାହେଜ୍‌ ବାୟ୍‌ତେ ।

ଓସାର
ଅସାର୍‍
ଓସାର ଲମ୍ବା ଅପେକ୍ଷା ସାନ ଅଟେ ।
ଅସାର୍‍ ଲମ୍‌ଆଃ ତାୟ୍‌ କନହନ ହାଏ / ଚ‌ଉଡା ଲମ୍‌ଆଃତାୟ କନହନ ଆଏ ।


logo