logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Khadia Dictionary (Kharia)

ଠାକୁର
ଭଗମାନ୍‍
ମନ୍ଦିରରେ ଠାକୁର ପୂଜା ପାଆନ୍ତି ।
ମନ୍ଦିରତେ ଭଗମାନ୍‌ ପୂଜା କୁଇତେ ।

ଠାକୁରାଣୀ
ଦେବୀ
ଅନେକ ମନ୍ଦିରରେ ଠାକୁରାଣୀ ପୂଜା ପାଆନ୍ତି ।
କିଃତେ ମନ୍ଦିର୍‌ତେ ଦେବୀତେ ପୂଜା ବାୟ୍‌ତେକି/ପୂଜା କୁଇତେ କି ।

ଠାବ
ପାତା
ପୋଲିସ୍‍ ଚୋରକୁ ଠାବ କରି ପାରିଲେ ।
ପୁଲୁସ୍‌ ଚୋର ଲେବୁତେ/ମୁରୁମ୍‍ ଲେବୁତେ ପାତା ବାୟ୍‌ନା ପାଲ୍‌ଗଥଃ ।

ଠିକ
ଠିକ୍‍
ରବି ଯାହା କରିଛନ୍ତି ତାହା ଠିକ ଅଛି ।
ରବି ଆଜେଃବାଏସିକ୍‌ ହଜେଃ ଠିକ୍‍ ହାଏ ।

ଠିକଣା
ପାତା
ବାପାଙ୍କ ଠିକଣା ଆମ ପାଖରେ ରହିଛି ।
ବୁଆ'ଗା ପାତା ଏଲାଃତେ ଆଃଇ ।

ଠିକ୍‍ ଠିକ୍‍
ସତ୍‌ ସତ୍‌
ରୋଗ ବିଷୟରେ ଡାକ୍ତରଙ୍କୁ ଠିକ୍‍ ଠିକ୍‍ କହ ।
କସୁଆଃ ବିଷେତେ ଡାଗ୍‌ଦାର୍‌ତେ ସତ୍‌ ସତ୍‌ ଗାମେପେ ।

ଠୁଳ
କିତିବ୍‌ନା
ବିଦେଶୀ ପକ୍ଷୀ ଶୀତଦିନେ ଚିଲିକାରେ ଠୁଳ ହୁଅନ୍ତି ।
ଦୁରୁମ୍‌ ଦେଶ୍‌ଆଃ ଚୁରେକି/କନ୍ତେଡ୍‌କି ରାଙ୍ଗାଦିନ ଚିଲିକାତେ କାତିବ୍‌ତାକି ।

ଠେକୁଆ
ପଡଙ୍ଗା/ଖେରହା
ଠେକୁଆ ଆଖି ମେଲି ଶୋଇଥାଏ ।
ପଡଙ୍ଗା/ଖେରହା ମଡ୍ ଏଁଟରାୟ କରି ଗିତାଃସିଃତା ।

ଠେଲାପେଲା
ଠେଲାପେଲା
କିରୋସିନ୍ ପାଇଁ ଲୋକେ ଠେଲାପେଲା ହୁଅନ୍ତି ।
ଖିରାସେନ୍‌ ଜୋଲ୍‌ ଆଃଥମ୍‌ ଲେବୁକି ଠେଲାପେଲା ହଏତାକି ।

ଠୋ ଠୋ
ଖିଲଖିଲାଏ
ମୋତେ ଦେଖି ରବି ଠୋ ଠୋ ହସିଲା ।
ଇଙ୍ଗତେ ଜୟକଲା ରିବି ଖିଲଖିଲାଏ/ଠୋଠୋ କରି ଲାଡାୟଃ ।


logo