logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Khadia Dictionary (Kharia)

ଗଛ
ଦାରୁ
ଗଛ ଲଗାଅ ଜୀବନ ବଂଚାଅ ।
ଦାରୁ ଉନେପେ ଜୀବନ ବାଂଚାୟେପେ ।

ଗଛଲତା
ଦାରୁଲାତା
ଜଙ୍ଗଲରେ ବିଭିନ୍ନ ଗଛଲତା ଥାଏ ।
ଆଡାୟ୍‌ତେ ରକମ୍‌ରକମ୍‌ଆଃ ଦାରୁ ଲାତା ଆତା ।

ଗଞ୍ଜା
କକ୍‌ର
ଗଞ୍ଜା କୁକୁଡ଼ା ରାତିରେ ଡ଼ାକେ ।
କକ୍‌ର ସିଙ୍କୋଏ ଇଡିବ୍‌ତେ ସୁଲତେ ।

ଗଠିତ
ହଏସି
ବିଧାୟକମାନଙ୍କୁ ନେଇ ବିଧାନସଭା ଗଠିତ ହୋ‌ଇଛି ।
ଏମେଲେ କିତେ ଡଟ୍‌କରି ବିଧାନ ସଭା ହଏସିଗ୍‌ ।

ଗଣ
କଲେ
ତୁମର କେତୋଟି ଆଙ୍ଗୁଠି ଗଣ ।
ଆମାଃ କିଃତେଟା ଆଙ୍ଗଠି କଲେ ।

ଗଣନା
କଲନା
ପ୍ରତି ଦଶବର୍ଷକୁ ଥରେ ଜନ ଗଣନା କରାଯାଏ ।
ଦଶବର୍‌ଷତେ ମେସନ୍‌ ଲେବୁ କିତେ କଲ୍‌ତେକି ।

ଗଣିବା
କଲ୍‌ନା
ଅସାବଧାନ ହେଲେ ଟଙ୍କା ଗଣିବା ଭୁଲ ହେବ ।
ସାବଧାନ୍‌ଉମ୍‌ ହଏକିଲାଃ ରୂପିଆ କଲ୍‌ନା ଭୁଲ୍‌ ହଏନା ।

ଗଣ୍ଠି
ଗଏଁଠ୍‌
ଡାଳରେ ଗଣ୍ଠିରେ ଶାଖା ବାହାରେ ।
ଡାଳ୍‌ଆଃ ଗଏଁଠ୍‌ତାୟ ଡାଳ୍‌ ମୁଃତା ।

ଗଣ୍ଡଗୋଳ
କଲେକ୍‍‍କେନ୍ଦାର
ମଦ୍ୟପମାନେ ଗଣ୍ଡଗୋଳ ସୃଷ୍ଟି କରନ୍ତି ।
ମାତୁଆଲ୍‌ ଲେବୁକି କଲେକ୍‌କେନ୍ଦାର ଅଃଫେର୍‌ତେକି ।

ଗତି
ରେସ
କାର ଦୃତ ଗତିରେ ଯାଇପାରେ ।
କେଛୁକାର ଜୋର୍‌ ରେସ୍‌ତେ ସାନ୍‌ନା ପାଲତେ ।


logo