logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Khadia Dictionary (Kharia)

ଧନ
ସମ୍ପତି
ପରିଶ୍ରମ କରି ଧନ ଉପାର୍ଜନ କର ।
କାମୁକାଠାଏକଲା ସମ୍ପତି ଉନେପେ ।

ଧନୀ
ଧନୀ
ଧନୀମାନେ ଗରୀବଙ୍କ କଥା ଶୁଣିବା ଉଚିତ ।
ଧନୀକି ଗରିବ୍‌କିଆଃ କାୟମ୍‌ ଅଣର୍‌ନାଃ କାୟମ୍‌ ।

ଧନୁଶର
କାଃ କମ୍‌
ଶବରମାନେ ଧନୁଶର ଧରି ଯାଆ ଆସ କରନ୍ତି ।
ଶବର କି କାଃ କମ୍‌ ଧଃତେ କରି ସାନାଃ ଡେଲ୍‌ନା ବାୟତେକି/ସାନତାକି, ଡେଲତାକି ।

ଧନ୍ଦା
କାମୁବୁଙ୍ଗ୍ ବର୍‌ଲନା
ସ୍କୁଲମାନଙ୍କରେ ଧନ୍ଦା ମୂଳକ ଶିକ୍ଷା ଦେବା ଉଚିତ ।
ଇସ୍‌କୁଲ କିତେ କାମୁବୁଙ୍ଗ୍ ବର୍‌ଲନା ଗୁଡ୍‌ ଶିଖ୍‌ ଛା ତେର୍‌ନା କାୟ୍‌ମ୍‌ ।

ଧନ୍ୟ
ଧଏନ୍‌
ଦେଶପାଇଁ ପ୍ରାଣବଳି ଦେଉଥିବା ଲୋକ ଧନ୍ୟ ।
ଦେଶ୍‌ ଆଥମ୍‌ ଜୀବନ ତେର୍‌ଖାନେଲେବୁ ଧଏନ୍‌ ଆଏ ।

ଧମନୀ
ନାଡି
ଧମନୀରେ ପରିଷ୍କୃତ ରକ୍ତ ଯାଏ ।
ନାଡିତେ ସଫା ଇୟାମ୍‍ ସାନ୍‌ତା ।

ଧରାଧରି
ଧରାଧରି
ପିଲାମାନେ ଧରାଧରି ହୋ‌ଇ ଖେଳନ୍ତି ।
କୁଣୁଃକି ଧରାଧରି ହଏକରି ଏବଃତାକି ।

ଧରିବା
ଧଃତେନା
ମାଛ ଧରିବା କେଉଁଟ ମାନଙ୍କ ବୃତ୍ତି ଅଟେ ।
କାଣଙ୍ଗ୍ ଧଃତେନା କେଉଁଟକିଆଃ/ଝରାକିଆଃ କାମୁହାଏ ।

ଧଳା
ପଣ୍ଡରା
ଟଗର ଫୁଲର ରଙ୍ଗ ଧଳା ।
ଟଗର ଫୁଲଆଃ ରଙ୍ଗ୍ ପଣ୍ଡରା ।

ଧାନ
ବାଃ
ବାସୁମତୀ ଧାନ ଚାଷ ଏକ ଲାଭଜନକ କୃଷି କାର୍ଯ୍ୟ ।
ବାସ୍‌ମତୀ ବାଃ ତାସ୍‌ ମୁଇଙ୍ଗ୍ ଖୋବ୍‌ ଲାଭ ତେର୍‌ତେ ।


logo