logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Khadia Dictionary (Kharia)

ତଟକା
ରଃକା
ତଟକା ଫଳ ଖାଅ ।
ରକା ଲକୁ ନଃଗେପେ ।

ତଣ୍ଟି
ଠଃଠର୍‌
ତାଙ୍କ ତଣ୍ଟିରେ ଥରେ ମାଛ କଣ୍ଟା ଲାଗିଥିଲା ।
ଆଡିଆଃ ଠଃଠର୍‌ ତେ ମେସନ୍‌ କାଣଙ୍ଗ୍ ଜୁରାଃ ଲାଃ ସିଥଃ ।

ତତ୍ତ୍ୱାବଧାନ
ଦେଖାଲେଖା
ପିତା ମାତା ପିଲାର ତତ୍ତ୍ୱାବଧାନ ନିଅନ୍ତି ।
ବୁଆ ମାଁ କୁଣୁଃକିଆଃ ଦେଖାଲେଖା ଡଟ୍‌ତେକି ।

ତନ୍ତ
ଖାଟ୍‌ଖାଟା
ତନ୍ତରେ ଲୁଗା ବୁଣାଯାଏ ।
ଖାଟ୍‌ଖାଟା ବୁଙ୍ଗ୍ ଛିଡା ଗଳଡମ୍‌ ତା ।

ତମତମ
ତମ୍‌ତମାୟ୍‌
ସେ ରାଗରେ ତମତମ ହୋ‌ଇ ଚାଲିଗଲା ।
ଆଡି ଖିସ୍‌ବୁଙ୍ଗ୍ ତମ୍‌ତମାୟ୍‌ କରି ଜାରଃ ।

ତରତର
ତର୍‌ତରାଏ
ବାପା ତରତର ହୋ‌ଇ ଅଫିସ୍‍ ଗଲେ ।
ବୁଆ ତର୍‌ତରାଏ/ହାଦାପାଦା କରି ଅଫିସ୍‌ ସାନ୍‌କି ।

ତରଳ
ଡାଃଗୁଡ୍‌
ତରଳ ପଦାର୍ଥକୁ ଲିଟରରେ ମପାଯାଏ ।
ଡାଃ ଗୁଡ୍‌ ଜିନିଷ୍‌ ତେ ଲିଟର୍‌ ତେ ଏଡ୍‌ ତେ କି ।

ତରାଟି
ଆଡେ ନଜର
ସେ ମୋତେ ଆଖି ତରାଟି ଚାହିଁଲା ।
ଆଡି ଇଙ୍ଗତେ ଆଡେନଜର୍‌ତେ ଜୟଃ ।

ତରୁ
ଦାରୁ
ଜଙ୍ଗଲରେ ବିଭିନ୍ନ ତରୁଲତା ଦେଖାଯାଏ ।
ଆଡାୟ୍‌ତେ ରକମ୍‌ ରକମ୍‌ ଆଃ ଦାରୁଲାତା ଜୟତା ।

ତଳ
ତୁତା
ଥାଳିର ତଳ ଅଂଶ ଚିକ୍‌ଣ ଅଟେ ।
ଥାଳିଆଃ ତୁତା ଭାଗ୍‌ ଚିକନ୍‌ ଯେଃ ହାଏ ।


logo