logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Khadia Dictionary (Kharia)

ଟଙ୍କା
ରୁପିଆ
ଟଙ୍କା ପ‌ଇସା ଦେଇ ଆମେ ଜିନିଷ କିଣୁ ।
ରୁପିଆ ପଏସା ତେର୍‌କରି ଆନିଙ୍ଗ୍ ଜିନିଷ୍‌ ସଙ୍ଗତେନିଂ ।

ଟଙ୍କିଆ
ମୁଇଙ୍ଗ୍ ରୁପିଆ
ଆଜିକାଲି ଏକ ଟଙ୍କିଆ ନୋଟ୍‍ ଦେଖା ଯାଉନାହିଁ ।
ଉପାଡି ମୁଇଙ୍ଗ୍ ରୁପିଆ ଲୋଟ୍‌ ଉମ୍‍ ଜୟ୍‌ତାଏଗ୍‍/ଜୟ୍‌ନା ଉମ୍‍ କୁଇତାଏଗ୍‍ ।

ଟାଙ୍ଗରା
ଠୋର୍‌ଲୋ
ଆମ ଅଜାଙ୍କ ମୁଣ୍ଡ ଟାଙ୍ଗରା ହୋ‌ଇଛି ।
ଏଲାଃ ଆଜାଃ ବକବ୍‍ ଠୋର୍‌ଲୋ ହଏଗଃସିଗ୍‍ ।

ଟାଙ୍ଗି
ଟାଙ୍ଗାଏ
ଅଲଗୁଣାରେ ସାର୍ଟ ଟାଙ୍ଗି ଦେଇଛି ।
ଆଲ୍‌ନାତେ କୁର୍‌ତା ଟାଙ୍ଗାଏ ଗ‌ଅସିଗ୍‍ ।

ଟିକସ
ଟିକସ୍‍
ଲୋକମାନେ ସରକାରଙ୍କୁ ଟିକସ ଦିଅନ୍ତି ।
ଲେବୁକି ସାର୍‌କାର୍‌ତେ ଟିକସ୍‍ ତେର୍‌ତେକି ।

ଟିକି
କୁଣୁଃ
ଟିକି ପିଲାଟି ଗୁରୁଣ୍ଡୁଛି ।
କୁଣୁଃ ବେଟାଯେଃ ଘେଁସ୍‌ରେ ତାଏଗ୍‍ ।

ଟିକିଲି
ଟିକ୍‌ଲି
ମହିଳାମାନେ ମୁଣ୍ଡରେ ଟିକିଲି ଲଗାନ୍ତି ।
କନ୍‌ସେଲ୍‌ଡୁଃକି ସମଙ୍ଗତେ ଟିକ୍‌ଲି ଲଗାଏତେକି ।

ଟୋକନ
ଟୁକୁନ୍‍
ଟୋକନ ଦେଇ ଷ୍ଟାଣ୍ଡରେ ସାଇକେଲ ରଖାଯାଏ ।
ଟୁକୁନ୍‌ ତେର୍‌କଲା ଇସ୍‌ଟେନ୍‌ତେ ବାଇସ୍‌କଲ୍‌ ଉନ୍‌ତେକି ।

ଟୋକେଇ
ଡାଲା
କୃଷକ ଟୋକେଇରେ ପରିବା ବୋହି ହାଟକୁ ନିଏ ।
ତାସୀ ଡାଲାତେ ସବଜି ଗଃକରି ହାଟ୍‍ ବୁଙ୍ଗ୍ ଡଟ୍‌ତେ ।

ଟୋପି
ଟୁପି
ଖରାଦିନେ ଟୋପି ପିନ୍ଧି ପଦାକୁ ବାହାରନ୍ତୁ ।
ଗିଡିଂ ଦିନ ଟୁପି ସୁଇକଲା ବାହ୍‌ରିତିକ୍‍ ମୁଃନାପେ ।


logo