logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Khadia Dictionary (Kharia)

ହଂସ
ଗେଡେ
ହଂସ ଉଭୟଚର ପକ୍ଷୀ ଅଟେ ।
ଗେଡେ ଦୁହି ଜାଗାତେ ରହେନା କନ୍‌ଥେଡ୍‌ ହାଏ ।

ହଜମ
ପଚେନା
ବୃଦ୍ଧ ହେଲେ ହଜମ ଶକ୍ତି କମିଯାଏ ।
ବୁଢା ହଏକିଲାଃ ପଚେନା ଶକ୍‌ତି କମେଗଃତା ।

ହଟାଇ
ହାଟାଏ
ରବି ଲୋକଙ୍କୁ ହଟାଇ ଆଗକୁ ଦ‌ଉଡ଼ି ଗଲା ।
ରବି ଲେବୁକିତେ ହାଟାଏ କରି ଆଘ୍‌ଲିତିଗ୍‌ ବତ୍‌କେକି/ବତ୍‌କେ ଗଃକି

ହଣ୍ଡା
ହାଣ୍‌ଲା
ପିତଳ ହଣ୍ଡାରେ ମାଂସ ଭଲ ସିଝେ ।
ପିତ୍ତଲ ହାଣ୍‌ଲାତେ କୁମାଙ୍ଗ୍ ବନେ ଇସିନ୍‌ତା ।

ହତା
ଭିଃତାର୍‌
ବିଦ୍ୟାଳୟର ହତା ପରିଷ୍କାର ରଖ ।
ଇସ୍‌କୁଲ ଭିତାର୍‍ ସଫାସୁଥର୍‌ ଉନେପେ ।

ହତ୍ୟା କରିବା
ତାରଗଃନା
ନରହତ୍ୟା କରିବା ମହାପାପ ଅଟେ ।
ଲେବୁ ତାରନା ମହାପାପ୍‌ ହାଏ ।

ହନୁ
ହନୁ
କୁକୁରକୁ ଦେଖି ହନୁ ଦୌଡ଼ିଗଲା ।
ସଲଃତେ ଜୟକରି ହନୁ ବାନ୍ଦରା ବତକେ ଗଃକି ।

ହରଣ
ହରନ୍‌
କ୍ରମିକ ବିୟୋଗକୁ ହରଣ କୁହାଯାଏ ।
ତୁତାଃତୁତା ବିଯୋଗ ବାୟ୍‌ନାତେ ହରନ୍‌ ଗାମ୍‌ତେକି ।

ହରିଣ
ହରିନ୍‌
ଆମ ଜଙ୍ଗଲରୁ ହରିଣ ବଂଶ ଲୋପ ପାଇ ଗଲାଣି ।
ଆନିଆଁ ଆଡାଏତାୟ ହରିନ୍‌ ଆଃ ବ‌ଅଁଶ ବଡିବ୍‌ ଗଃକିଡିଗ୍‌ ।

ହଲାଇ
ହିଲାଏ
ପ୍ରଶାନ୍ତଡାଳ ହଲାଇ ଆମ୍ବ ଝଡ଼ାଇଲା ।
ପ୍ରଶାନ୍ତ ଡାଲ ହିଲାଏ କରି କାୟାର୍‌ ଅବ୍‌ଗୁରଃ ।


logo