logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Khadia Dictionary (Kharia)

ନଈ
ଖିରମ୍‌
ମୁଁ ଆମ ଗାଁ ନଈରେ ପହଁରା ଶିଖିଛି ।
ଇଙ୍ଗ୍ ଏଲାଃ ପାଡାଃ ଖିରମ୍‌ ତେ ପହଁରେନା ଶିଖେସିଂ ।

ନଈ ବନ୍ଧ
କ୍ରସବନ୍ଧ
ନଈବଢ଼ି ବେଳେ ନଈବନ୍ଧ ଭାଙ୍ଗିଯାଏ ।
ଭର୍ତ୍ତି ଖିରମ୍‌ ଭେରେ କ୍ରସବନ୍ଧ ପାଃଗଃତା ।

ନଈବଢ଼ି
ବଃଢିଖିରମ୍‌
ନଈବଢ଼ି ଆମ ରାଜ୍ୟର ଏକ ବଡ଼ ବିପଦ ।
ବଃଢିଖିରମ୍‌ ଆନିଆଃ ରାଏଜଆଃ ବଡେମାହା ବିପତ୍ତି ହାଏ ।

ନକ୍‌ସା
ନାକ୍‌ସା
ଇଂଜିନିୟର ଆସି ବିଦ୍ୟାଳୟର ନକ୍‌ସା ପ୍ରସ୍ତୁତ କଲେ ।
ଇଂଜିନିୟର୍‌ ଡେଲକରି ଇସ୍‌କୁଲ୍‌ଆଃ ନାକ୍‌ସା ତିଆର୍‌ ବାୟଃ ।

ନଜର
ଧିଆନ୍‌
ଶିକ୍ଷକ ପ୍ରତି ପିଲା ଉପରେ ନଜର ରଖନ୍ତି ।
ମାଷ୍ଟର୍‌ ଝାକି କୁଣୁଃକିଆଃ ତଭ୍‌ଲୁଙ୍ଗତେ ଧିଆନ୍‌ ଉନ୍‌ତେକି ।

ନଟୁ
ଭାଉଁରା
ପିଲା ମାନେ ନଟୁ ଖେଳ ଭଲ ପାଆନ୍ତି ।
କୁଣୁଃକି ଭାଉଁରା ଏବଃ ନାଃଥମ୍‌ ଭଲ କୁଇତେକି ।

ନଦୀ
ଖିରମ୍‌
ମହାନଦୀ ଓଡ଼ିଶାର ବଡ଼ ନଦୀ ।
ମାହା ଖିରମ୍‌ (ମହାଖିରମ/ମହାନଦୀ) ଓଡିଶାଃ ମାହାଖିରମ୍‌ । / ମହାନଦୀ ଓଡିଶାଃ ମାହା ଖିରମ୍‌ ।

ନବମ
ନ‌ଅନମ୍ବର
ଦୌଡ଼ ଖେଳରେ ରିତା ନବମ ସ୍ଥାନରେ ରହିଲା ।
ଖେଲ୍‌କୁଦ୍‌ତେ ରୀତା ନ‌ଅ ନମ୍ବର୍‌ତେ ରହେକି ।

ନଳ
ଢ଼େକଡଚୁଆଁ
ନଳକୂପ ପାଣି ପିଇବା ନିରାପଦ ।
ଢ଼େକଡ୍‌ଚୁଆଃ ଡାଃ ଉଥଃଲାଃ ବିପତ୍ତି ଉମ୍‌ ଗୁର୍‌ତା । / ଢ଼େକଡ୍‌ଚୁଆଃ ଡାଃ ଉଡ୍‌ନା ନିରାପଦ ହାଏ ।

ନଷ୍ଟ
ନୁକ୍‌ସାନ୍‌
ଖାଦ୍ୟ ଦ୍ରବ୍ୟ ଆଦି ନଷ୍ଟ କର ନାହିଁ ।
ଖାଏଦ୍‌ ଦରବ୍‌ କିତେ ନୁକସାନ୍‌ ଆବୁ ବାଏପେ ।


logo