logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Khadia Dictionary (Kharia)

ବଂଶୀ
ମୂରଲୀ
ମୁଁ ଭଲରେ ବଂଶୀ ବାଦନ ଜାଣେ ।
ଇଙ୍ଗ୍ ବନେବଃ/ବଢିଆ ମୂରଲୀ ବାଜାଏନା ସଏଗ୍‌ତିଙ୍ଗ୍ ।

ବକଳ
ଦାରୁଆଃଛାଲ୍‌
ଆଦିମ ମନୁଷ୍ୟ ଗଛର ବକଳ ପିନ୍ଧୁଥିଲେ ।
ଅସ୍ମେଗାଃ ଲେବୁକି ଦାରୁଆଃଛାଲ୍‌ ସୁଇଖାନ୍‌ତେକି ।

ବଗିଚା
ବାଡି
ସ୍କୁଲ ବଗିଚାରେ ଅନେକ ଫଳଗଛ ରହିଛି ।
ଇସ୍‌କୁଲ ବାଡି ତେ ଖୋବ୍‌ ଲକୁଦାରୁ ଆଃଇ

ବଙ୍କା
ଟେଡ୍‌ହା
ଗାଁକୁ ଗୋଟିଏ ଅଙ୍କାବଙ୍କା ରାସ୍ତା ଯାଇଛି ।
କେଲ୍‌କେ ବୁଙ୍ଗ୍ / ପାଡା ବୁଙ୍ଗ୍ ମୁଇଙ୍ଗ୍ ଟେଡ୍‌ହା ମେଡ୍‌ହା ସଡକ୍‌ ସାନ୍‌ସିଗ୍‌ ।

ବଜାର
ହାଟ୍‍
ବଜାରରେ ସବୁଦିନ କିଣାବିକା ହୋ‌ଇଥାଏ ।
ହାଟ୍‌ ତେ ଝାକିଦିନ ଘିନା ବିଚା ହଏସିଃ ତା ।

ବଜ୍ରକାପ୍ତା
ସାଲ୍‌କାତି
ବଜ୍ରକାପ୍ତାର କାତି ଖୁବ୍‍ ଟାଣ ଅଟେ ।
ସାଲ୍‌କାତିଆଃ କାତି ମୁରୁକ୍‌ ଆଁଟ୍‌ ହାଏ ।

ବଞ୍ଚାଇବା
ବାଞ୍ଚାଏନା
ରୋଗୀଙ୍କୁ ବଞ୍ଚାଇବା ଡାକ୍ତରଙ୍କ ପରମ କର୍ତ୍ତବ୍ୟ ।
ବେମାରୀତେ ବାଞ୍ଚାଏନା ଦାଗ୍‌ଦାରଆଃ ପହେଲା କାମୁ ହାଏ ।

ବଞ୍ଚିବା
ବରଲ୍‌ନା
ଆମେ ବଞ୍ଚିବା ପାଇଁ ଖାଉଁ ।
ଆନିଙ୍ଗ୍ ବରଲ୍‌ନାଃଥମ୍‌ ନଃତେନିଙ୍ଗ୍ ।

ବଢୁଛି
ବଢେନା
ପ୍ରତିବର୍ଷ ପରିବେଶ ପ୍ରଦୂଷଣ ବଢୁଛି ।
ହରେକ୍‌ ବରଷ୍‌ ପରିବେଶ୍‌ ଆଃ ମଏଳା ବଢେତାଏଗ୍‌ ।

ବଣ
ଆଡାୟ୍‌
ବାଘ ବଣର ରାଜା ଅଟେ ।
କିଡଃ ଆଡାୟାଃ ରାଜା ହାଏ ।


logo