logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Khadia Dictionary (Kharia)

ଖଜୁରୀ
ଖେଜୁର୍‌
ଆମ ଗାଁରେ ଡ଼େଙ୍ଗା ଡ଼େଙ୍ଗା ଖଜୁରୀ ଗଛ ଅଛି ।
ଏଲାଃ କେଲ୍‌କେତେ ମାହାମାହା ଖେଜୁର୍‌ ଦାରୁ ଆଃଇ ।

ଖଞ୍ଜଣି
ଖଞ୍ଜନି
ଆଜିକାଲି ଖଞ୍ଜଣି ଗୀତ ଆଉ ଶୁଣିବାକୁ ମିଳୁନି ।
ଉପାଡି ଖଞ୍ଜନି ଆଲଙ୍ଗ୍ ଅଡଃ ଅଣ୍ଡର୍‌ନାଃଥମ୍‌ ଉମ୍‌ କୁଇତାଏଗ୍‌ ।

ଖଞ୍ଜିବା
ଖଞାୟନା
ମେସିନ୍‌ର ଯନ୍ତ୍ରାଂଶ ଖଞ୍ଜିବା ଜଟିଳ କାର୍ଯ୍ୟ ଅଟେ ।
ମିସିନ୍‌ଆଃ ଜିନିଷ୍‌ପତର୍‌ କି ଖଞ୍ଜାୟ୍‌ନା ମୁସ୍‌କିଲ୍‌ କାମୁହାଏ ।

ଖଣ୍ଡଖଣ୍ଡ
ଖଣଖଣ
ତେଲ ବୋତଲ ତଳେ ପଡ଼ି ଖଣ୍ଡଖଣ୍ଡ ହୋ‌ଇଗଲା ।
ଜୋଲ ଶିଶି / ବୁତଲ୍‌ ତୁତାତେ ଗୁର୍‌ କରି ଖଣ୍‌ଖଣ୍‌ ହଏଗଃକି ।

ଖଦଡ଼ା
ଖଦଡ୍‌
ଗହମ ପେଶିବା ପରେ କିଛି ଖଦଡ଼ା ଅଂଶ ଥାଏ ।
ଗହମ ପିଶାଏନାଃତେ ଇଚି ଖଦଡ୍‌ ଜିନିଷ ରହେଗଃତା ।

ଖନ୍ଦା
ଖାନ୍ଧାଃ
ଭୋଜି ବେଳେ ଖନ୍ଦାରେ ରୋଷେଇ କରାଯାଏ ।
ଭୁଜିଭେରେ ଖାନ୍ଧାଃତେ ଗଙ୍ଗ୍ ତେକି ।

ଖପରା
ଗାଲି
ହାଣ୍ଡି ଭାଙ୍ଗିଲେ ଖପରା ହୋ‌ଇଯାଏ ।
ଡିବି ପାଃକିଲାଃ ଗାଲି ହଏତା / ହଏ ଗଃତା ।

ଖବର
ଗେଜଟ୍‌
ଖବର କାଗଜ ସମାଜର ଦର୍ପଣ ଅଟେ ।
ଗେଜଟ୍‌ କାଗଜ୍‌ ସମାଜ୍‌ଆଃ ଦରପନ୍‌ ହାଏ ।

ଖମ୍ବଆଳୁ
ଉପକାପଡବ
ଖମ୍ବଆଳୁ ଏକ ଭଲ ପରିବା ଅଟେ ।
ଉପ୍‌କାପଡବ୍‌ ମୁଇଁଙ୍ଗ୍ ଭଲ ତରକାରୀ ଆଏ/ହାଏ ।

ଖରଚ
ଖର୍‌ଚା
ପିଲାଙ୍କ ପାଠୋପକରଣ ନିମନ୍ତେ କିଛି ଖରଚ ହୁଏ ।
କୁଁଣୁଃକିଆଃ ବହିପତର ଲାଗିନ୍‌ ଇଚି ଖର୍‌ଚା ହଏତା ।


logo