logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Khadia Dictionary (Kharia)

ଅଁଳା
ଆଉଁଲା
ଅଁଳା ତେଲ କେଶକୁ ଭଲ ।
ଆଉଁଲା ଜୋଲ ଉଲିଆଃ ଥମ୍‌ ବନେ ହାଏ ।

ଅଂଚଳ
ଇଲାକା
ଆମ ଅଂଚଳ ଜଙ୍ଗଲରେ ପୂର୍ଣ୍ଣ ।
ଏଲାଃ ଇଲାକାଯେ ଆଡାୟ ବୁଙ୍ଗ୍ ଭରପୂର ।

ଅଂଟା
କଡ଼ି
ବୁଢ଼ାବୁଢ଼ୀ ମାନେ ଅଂଟା ସିଧା କରିପାରନ୍ତି ନାହିଁ ।
କେଣର୍‌ ବଃ କାଣାୟ କି କଡ଼ି ସଲ୍‌ଖାଏନା ଉମ୍‌ ପାଲତେକି ।

ଅକଲ
ବୁଦ୍ଧି
ବଣରେ ବାଘ ଦେଖି ମୋର ଅକଲ ହଜିଗଲା ।
ଆଡାୟେତେ କିଡଃ ଜୟ କଲା ଇଙ୍ଗା ବୁଦ୍ଧି ସିଡ୍‌ଗଃକି ।

ଅକଲ ଗୁଡୁମ୍‍
ବୁଃଧି ସିଡ୍‌ଗଃକି
ମୃତ୍ୟୁ ଖବର ପାଇ ମୋ ଅକଲ ଗୁଡୁମ୍‍ ହେଲା ।
ଗୋଏଗ୍‍ନା/ନାସେନା ଖବର କୁଇ କରି ଇଙ୍ଗାଃ ବୁଃଦ୍ଧି ବେଣାଏ ଗଃକି ।

ଅକାଳ
ଅଦିନ ଦିନତେ
ମଦ୍ୟପାନ ହେତୁ ତାଙ୍କର ଅକାଳରେ ମୃତ୍ୟୁ ହେଲା ।
ଝାର, ଆର୍‌ଖି ଆଃଥମ୍‌, ଆଡିଆଃ ଅଦିନ୍‌ ଦିନତେ ଗୋଏଗ୍‌ ଗଃକି ।

ଅକ୍ଷର
ଲେଖା
ତୁମର ଅକ୍ଷର ବହୁତ ସୁନ୍ଦର ଅଟେ ।
ଆମାଃ ଲେଖା ବଡ଼ା ସୁନ୍ଦର ଆଃଇ ।

ଅଙ୍କନ
ଛାପା
ଗୋଟିଏ କାଉର ଚିତ୍ର ଅଙ୍କନ କର ।
ମୁଇଙ୍ଗ୍ କୁଆ ଗାଃ ଛାପା ବାୟେ ।

ଅଜା
ଆଜା
ଆମ ଅଜାଙ୍କ ନାମ ମଙ୍ଗଲୁ ମାଝୀ ।
ଏଲାଃ ଆଜାଃ ନା ମଙ୍ଗଲୁ ମାଝୀ ।

ଅଝଟ୍‍
ଅଲଝଟ୍‍
ଅଝଟ୍‍ କରିବା ମନ୍ଦ ଅଟେ ।
ଅଲଝଟ୍‍ ବାୟନା ଖାରାପ୍‌ ହାଏ ।


logo