logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Khadia Dictionary (Kharia)

ଜକେଇ
ରମଡ୍‌ ଡାଃ ଭରେନା
ମୋ ସାଙ୍ଗର ଦୁଃଖ ଦେଖି ମୋ ଆଖି ଜକେଇ ଗଲା ।
ଇଙ୍ଗାଃ ସରିଗିଙ୍ଗାଃ କସୁ ଜୟ୍‌କଲା ଇଙ୍ଗାଃ ମଡ୍‌ ତେ ରମଡ୍‌ ଡାଃ ଭରେ ଗଃକି ।

ଜଗତ
ଦୁନିଆଁ
ଜଗତରେ ଅନ୍ୟାୟ ବଢ଼ି ଚାଲିଛି ।
ଦୁନିଆଁତେ ଅନ୍ୟାୟ ବଢେ ଚଲେସିଗ୍‌ ।

ଜଗାଇ
ଆଗୁର୍‌ନା
ଆଦିବାସୀମାନେ ପିଲାଙ୍କୁ ଫସଲ ଜଗାଇ ଦିଅନ୍ତି ।
ଆଦିବାସୀ କି କୁଣୁଃକିତେ ତାସ୍‌ ଆଗୁର୍‌ନା ଏତଙ୍ଗ୍ ଗଃତେକି ।

ଜଗୁଆଳି
ଜୁଗୁଆ
ବ୍ୟାଙ୍କ ଗୁଡ଼ିକରେ ଜଗୁଆଳିମାନେ ଥାଆନ୍ତି ।
ବେଙ୍କ୍ କିତେ ଜୁଗୁଆକି ରହେତାକି ।

ଜଙ୍ଗଲିଆ
ଜଙ୍ଗଲିଆ
ଜଙ୍ଗଲିଆ ରାସ୍ତାରେ ହିଂସ୍ର ଜନ୍ତୁର ଡର ଥାଏ ।
ଆଡାଏ ଗଏଗ୍‌ ଝୁଙ୍ଗତେ କିଡଃ ବାନାୟ୍‌ଆଃ ବତଙ୍ଗ୍ ଆତା ।

ଜଙ୍ଘ
ଭୁଲୁ
ଖେଳରେ ମୁନୀର ଜଙ୍ଘ ମକଚି ଯାଇଛି ।
ଏବଃ ନାଃତେ ମୁନୁଆଁ ଭୁଲୁ ମଲ୍‌କେ ଗଃସିଗ୍‌ ।

ଜଣ
ମୁଇଙ୍ଗ୍
ଏକ ଜଣ ବ୍ୟକ୍ତି ବଞ୍ଚିବା କଷ୍ଟ ଅଟେ ।
ମୁଇଙ୍ଗ୍ ଲେବୁ ବାଞ୍ଚେନା କଷଟ୍‌ ହାଏ ।

ଜଣକା
ମୁଡୁତେ
ଜଣକା ହଳେ ଲେଖାଏଁ ପୋଷାକ ଦିଆଗଲା ।
ମୁଡୁତେ ମୁଇଙ୍ଗ୍ ସାର୍‌ ଲେଖା ପେଁଟ୍‌ କୁର୍‌ତା ତେରଃ କି ।

ଜନ ଗଣନା
ଲେବୁ କଲ୍‌ନା
ପ୍ରତି ଦଶବର୍ଷକୁ ଥରେ ଜନଗଣନା କରାଯାଏ ।
ପରତି ଦଶ୍‌ ବରଷ୍‌ତେ ମେସନ୍‌ ଲେବୁ କଲ୍‍ନା ହଏତା ।

ଜନନୀ
ମାଁ
ଜନନୀ ଓ ଜନ୍ମଭୂମି ସବୁଠାରୁ ବଡ଼ ।
ମାଁ ଅଡଃ ଜନମ୍‌ ମାଏଁଟ୍‌ ଝାକିଆଃ ତାୟ ମାହା ।


logo