logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Khadia Dictionary (Kharia)

ରକ୍ତ
ଇୟାମ୍‌
ରକ୍ତରେ ପ୍ରାଣ ଥାଏ ।
ଇୟାମ୍‌ ତେ ଜୀବନ୍‌ ଆତା ।

ରକ୍ଷଣ ବେକ୍ଷଣ
ଦେଖା ରେଖା
ରକ୍ଷଣ ବେକ୍ଷଣ ଅଭାବରେ ସ୍ମୃତି ନଷ୍ଟ ହୁଏ ।
ଦେଖା ରେଖା ଅଭାବ୍‌ତେ ସ୍ମୃତି ଖାରାପ୍‌ ହଏତା ।

ରକ୍ଷା କରିବା
ବାଞ୍ଚାଏନା
ପ୍ରଜାଙ୍କୁ ରକ୍ଷା କରିବା ସରକାରଙ୍କର କାର୍ଯ୍ୟ ।
ପାର୍‌ଜାକିତେ ବାଞ୍ଚାଏନା ସାର୍‌କାର୍‌ ଆଃ କାମୁହାଏ ।

ରଙ୍ଗ
ରଙ୍ଗ୍
ମୟୁର ଚିତ୍ରରେ ସଠିକ ରଙ୍ଗ ଲଗାଅ ।
ମେଞ୍ଜୁର୍‌ ଫଟୋତେ ଠିକ ରଙ୍ଗ୍ ଲାଗାଏପେ ।

ରଙ୍ଗିନ
ରଙ୍ଗିନ୍‌
ରଙ୍ଗିନ ପ୍ରଜାପତିଟିଏ ଫୁଲରେ ବସିଛି ।
ରଙ୍ଗିନ୍‌ ପାପ୍‌ଲା ମୁଇଙ୍ଗ୍ ଲାଃରାଃତେ ଡକସିଗ୍‌ ।

ରସୁଣ
ଲେସୁନ୍‌
ରସୁଣର ରଙ୍ଗ ଧଳା ଅଟେ ।
ଲେସୁନ୍‌ ଆଃ ରଙ୍ଗ୍ ପଣ୍ଡରା ହାଏ ।

ରାଜ ଉଆସ
ରାଜ ମହଲ
ରାଜା ଉଆସ ଗୁଡ଼ିକ ଜାତୀୟ ସମ୍ପତ୍ତି ହୋ‌ଇଛି ।
ରାଜମହଲ କି (ଜାତିଆଃ) ଦେଶ୍‌ଆଃ ସମ୍ପତି ହଏସିଗ୍‌ ।

ରାଜତ୍ୱ
ରାଏଜ୍‌ ଶାସନ୍‌
ନିର୍ବାଚିତ ସରକାର ପାଞ୍ଚବର୍ଷ ରାଜତ୍ୱ କରନ୍ତି ।
ଜିତେସିଃନା ସାର୍‌କାର୍‌ ପାଁଚ ବରଷ୍‌ ରାଏଜ୍‌ ଶାସନ୍‌ ବାଏତେ ।

ରାଜସ୍ୱ
ଟେକ୍‍ସ
ସରକାର ପ୍ରଜାଙ୍କଠାରୁ ରାଜସ୍ୱ ଆଦାୟ କରନ୍ତି ।
ସାର୍‌କାର୍ ପର୍‌ଜା କିଆଃ ତାୟ ଟେକସ୍‌ ଆଦାୟ ବାଏତେ ।

ରାଜା
ରାଜା
ଆମ ଦେଶରେ ଆଜିକାଲି ଆଉ ରାଜା ନାହାନ୍ତି ।
ଆନିଆ ଦେଶ୍‌ତେ ଉପାଡି ଅଡଃ ରାଜା ମଃଡେକ୍‌ କି ।


logo