logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Khadia Dictionary (Kharia)

ଶକ୍ତି
ବଡ/ତାକତ୍‌
ଭାତ ରୁଟି ଇତ୍ୟାଦିରୁ ଆମକୁ ଶକ୍ତି ମିଳେ ।
ପେଗ୍‌ ରୁଟି ନାନା ରକମ୍‌ଆଃ ନନଃତାୟ ଆନିଙ୍ଗ୍ ତେ ବଡ/ତାକ୍‌ତ କୁଇତା ।

ଶଙ୍ଖା
ଚୁଡି
ଶଙ୍ଖାରୀ ଶଙ୍ଖା ସଜାଇ ରଖିଛି ।
ଚୁଡିବାଲା ଚୁଡି ସାଜାଏକରି ଉନସିଗ୍‌ ।

ଶଙ୍ଖି
ଶଙ୍ଖି
ଆମର ଗୋଟିଏ ଶଙ୍ଖି ବିଲେଇ ଅଛି ।
ଏଲାଃ ମୁଇଙ୍ଗ୍ ଶଙ୍ଖି ବିଲେ ଆଃଇ ।

ଶତକ
ଶତକ୍‌
ଶହେରେ ଏକ ଶତକ ସ୍ଥାନରେ ଥାଏ ।
ଶହେଆଃ ମୁଇଙ୍ଗ୍ ତିନ୍‌ ନମର୍‌ ଠାଣ ଆତା ।

ଶବ୍ଦ
ଶବଦ୍‌
ରାତିରେ ଶବ୍ଦ ଅଧିକ ଦୂରକୁ ଯାଇପାରେ ।
ଇଡିବ୍‌ତେ ଶବଦ୍‌ ଅଏତ୍‌କା ସାନ୍‌ନାପାଲ୍‌ତେ ।

ଶର
କାଃ କମ୍‌
ଆଗ କାଳରେ ଧନୁଶର ଧରି ଯୁଦ୍ଧ କରୁଥିଲେ ।
ଆଘ୍‌ଲି କାଃ କମ୍‌ ଧଃତେ କରି ଲଢେ ଖାନ୍‌ତା କି ।

ଶରଣ
ଆସ୍‌ରା
ଗରିବ ଲୋକ ଧନୀଠାରେ ଶରଣ ନିଅନ୍ତି ।
ଗରିବ୍‌ ଲେବୁ ଧନୀଆଃ ତେ ଆସ୍‌ରା ଡଡ୍‌ତେ ।

ଶରଧା
ମାଏନ୍‌ ବୁଙ୍ଗ୍
ମହାତ୍ମା ଗାନ୍ଧୀଙ୍କୁ ଆମେ ଶରଧାରେ ବାପୁ ଡାକୁ ।
ମହାତ୍ମା ଗାନ୍ଧୀତେ ଆନିଙ୍ଗ୍ ମାଏନ୍‌ ବୁଙ୍ଗ୍ ବାପୁ ରେମାଃତେନିଙ୍ଗ୍ ।

ଶରୀର
ନୀରି
ସୁସ୍ଥ ଶରୀର ସୁସ୍ଥ ମନ ।
ତାଜା ନୀରି ତାଜା ମନ୍‌ ।

ଶର୍ଦ୍ଦି
ମଃଡାଃ
ରମାକୁ ଗତ କାଲିଠାରୁ ଶର୍ଦ୍ଦି ଜ୍ୱର ଧରିଛି ।
ରମାତେ ଇଡାଃତାୟ ମଃଡାଃ କୁଲଡାଃ ଧଃତେସିଗ୍‌ ।


logo