logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Khadia Dictionary (Kharia)

ମକା
ଜଣ୍ଢରା
ନବରଙ୍ଗପୁର ଅଞ୍ଚଳରେ ପ୍ରଚୁର ମକା ଚାଷ ହୁଏ ।
ନବ୍‌ରଙ୍ଗପୁର କେଲ୍‌କେତେ (ଏରିଆତେ) ବହୁତ ଜଣ୍ଢରା ତାସ୍‌ ହଏତା ।

ମଗର
କୁଟଃ
ଗହୀରା ପାଣିରେ ମଗର ଭଲ ବଢ଼ନ୍ତି ।
ଗାସା ଡାଃତେ କୁଟୁଃ ବନେ ମାହାତାକି ।

ମଜା
ମାଜା
ଦୋଳି ଖେଳିବାକୁ ଭାରି ମଜା ଲାଗେ ।
ଦୁଲି ଝୁଲେନାଃଥମ୍‌ ଭାରି ମାଜା ଲାଃତା ।

ମଝିରୁ
ମଃଝିତାଏ
ବାଡ଼ିଟା ଠିକ୍‍ ମଝିରୁ ଭାଙ୍ଗିଗଲା ।
ଡାଣାଃଯେଃ ଠିକ୍‌ ମଃଝିତାଏ ପିଗ୍‌ଗଃକି ।

ମଞ୍ଜି
ବିଜମ୍‌
ମଞ୍ଜିରୁ ଗଜା ବାହାରେ ।
ବିଜମ୍‌ ତାଏ ଗାଜା ମୁଃତା ।

ମତ୍ସ୍ୟ
କାଡଙ୍ଗ
ଆମ ଗାଁ ପୋଖରୀରେ ମତ୍ସ୍ୟ ଚାଷ କରାଯାଇଛି ।
ଏଲାଃ କେଲ୍‌କେ ଆଃ ମୁଡାତେ କାଡ୍‌ଙ୍ଗ ତାସ୍‌ ବାଏସିଗ୍‌ କି ।

ମଥା
ବକବ୍‌
ଓଡ଼ିଆ ବୋହୁ ମଥାରେ ଓଢ଼ଣା ଟାଣନ୍ତି ।
ଉଡିଆ ଭୁଆସେନ୍‌ ବକବ୍‌ତେ ଉଢ୍‌ନା ତେର୍‌ତେ ।

ମଧୁର
ମିଠା
ଆଖୁ ରସ ମଧୁର ଲାଗେ ।
କୁସିଆଏର୍‌ ରସ୍‌ ମିଠା ଲାଃତା ।

ମଧ୍ୟବର୍ତ୍ତୀ
ମଃଝିଆଃ
ତିନି ଓ ପାଞ୍ଚର ମଧ୍ୟବର୍ତ୍ତୀ ସଂଖ୍ୟା ଚାରି ଅଟେ ।
ଚାଏର୍‌ ତିନ୍‌ ଅଡଃ ପାଂଚ ଆଃ ମଃଝି ସଂଖ୍ୟା ହାଏ । / ତିନ୍‌ ଅଡଃ ପାଁଚ୍‌ଆଃ ମଃଝି ଚାଏର୍‌ହାଏ ।

ମଧ୍ୟରେ
ଭିଃତାର୍‌ତେ
ଆମ ମଧ୍ୟରେ ରବି ଅଧିକ ଡେଙ୍ଗା ଅଟେ ।
ଏଲାଃ ଭିଃତାର୍‌ତେ ରବି ଅଏତ୍‌କା ଝାଲଙ୍ଗ୍ ହାଏ ।


logo