logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Khadia Dictionary (Kharia)

ପକାଇବା
ଘାଲନା
ମ‌ଇଳା ଏଣେ ତେଣେ ପକାଇବା ଅନୁଚିତ ।
କାଚ୍‌ରା ଉତିଗ୍‌ ହାନିଗ୍‌ ଘାଲନା ଠିକ୍‌ ଆଣିଗ୍‌ ।

ପକ୍ଷୀ
କନ୍ତେଡ୍‍
ପକ୍ଷୀମାନେ ବୁଣନ୍ତି ନାହିଁ କିମ୍ବା କାଟନ୍ତି ନାହିଁ ।
କନ୍ତେଡ୍‌ କି ବିଡ୍‌ତେ କି ଉହୁଁନ ସାଏତେ କି ଉହୁଁ ।

ପଗଡ଼ି
ପଗ୍‌ଡି
ଶିଖ ଲୋକେ ମୁଣ୍ଡରେ ପଗଡ଼ି ବାନ୍ଧନ୍ତି ।
ପଞ୍ଜାବୀ ଲେବୁକି ବକବ୍‌ ତେ ପଗଡି ତାର୍‌ତେ କି ।

ପଙ୍କ
କାଦୋ
ଘୁଷୁରୀ ପଙ୍କରେ ଲୋଟେ ।
ଘୁଷ୍‌ରା କାଦୋତେ ଉଣ୍ଡଲେତା ।

ପଙ୍ଖା
ପାଙ୍ଖା
ଲୋକେ ପଙ୍ଖା ଚଳାଇ ଗରମରୁ ରକ୍ଷା ପଆନ୍ତି ।
ଲେବୁକି ପାଙ୍ଖା ଚଲାଏକଲା ଗରମ୍‌ତାଏ ବାଞ୍ଚେତାକି ।

ପଚ ପଚ
ପଚ୍‌ ପଚ୍‌
ବର୍ଷା ଦିନେ ମାଟି ରାସ୍ତା ପଚ ପଚ ହୁଏ ।
ବରଷା ଦିନ ଲଃଖା ସଡକ କାଦୋ ପଚ୍‌ ପଚ୍‌ ହଏତା ।

ପଚରା ପଚରି
ପଚରା ଉଚରା
ଚୋର ଧରିବା ପାଇଁ ପୋଲିସ ପଚରା ପଚରି କରନ୍ତି ।
ସୁରୁମ୍‌ ଧଃତେ ନାଃଥମ୍‌ ପୁଲୁସ୍‌ କି ପଚ୍‌ରାଉଚ୍‌ରା ବାୟ୍‌ତେ କି ।

ପଚାରି
ପଚରାଏ କରି
ଅବୁଝା ବିଷୟ ଶିକ୍ଷକଙ୍କୁ ପଚାରି ବୁଝ ।
ଉମ୍‌ ବୁଃଝିନା ବିଷେତେ ମାଷ୍ଟର ତେ ପଚରାଏ କଲା ବୁଃଝିନାପେ ।

ପଚାସଢା
ଲରଃତରଃ
ପଚାସଢା ଖାଦ୍ୟ ଶରୀର କ୍ଷତି କରେ ।
ଲରଃତରଃ ନନଃ ନିରୀତେ ନକ୍‌ସାନ୍‌ ବାୟ୍‌ତେ ।

ପଚିବା
ପଚେନା
ଯତ୍ନ ନ ନେଲେ ପରିବା ପଚିବା ଆରମ୍ଭ କରେ ।
ଯତନ୍‌ ଉମ୍‌ ଡଥଃଲାଃ ସବ୍‌ଜି ପଚେନା ସୁରୁ ବାଏତେ ।


logo