logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Khadia Dictionary (Kharia)

ଏଇଠି
ଉତେ
ଏଇଠି ବସି ମୁଁ ନିତି ବହି ପଢ଼େ ।
ଉତେ ଡକ୍‌କରି ଇଙ୍ଗ୍ ଝାକି ଦିନ ବହି ପଢେତାଏଙ୍ଗ୍ ।

ଏକ
ମୁଇଙ୍ଗ
କୁକୁର ଏକ ବିଶ୍ୱସ୍ତ ପ୍ରାଣୀ ଅଟେ ।
ସଲଃ ମୁଇଙ୍ଗ୍ ବିଶ୍ଵାସୀ ଜଁତୁ ହାଏ ।

ଏକ ଟଙ୍କିଆ
ମୁଇଙ୍ଗ ରୁପିଆ
ଆଜିକାଲି ଏକଟଙ୍କିଆ ନୋଟ୍‌ ଦେଖାଯାଏ ନାହିଁ ।
ଉପାଡି ମୁଇଙ୍ଗରୁପିଆ ଲୋଟ୍‌ ଉମ୍‌ ଜୟ୍‌ତା / ଜୟ୍‌ନା ଉମ୍‍ କୁଇ ତାଏଗ୍‌ ।

ଏକ ବାର ଛୁ
ଜୟଃନଃ
କୁକୁରକୁ ଦେଖି ମାଙ୍କଡ଼ ଏକ ବାର ଛୁ ।
ସଲଃତେ ଜୟଃନ ମଃଗା ବାନ୍ଦରା ବତ୍‌କେ ଗଃକି ।

ଏକକ
ଯନ୍ତର
ମିଟର ଦୂରତା ମାପିବାର ଏକକ ଅଟେ ।
ମିଟର ଡିସାଃ ଏଡ୍‌ନାଃ ମୁଇଙ୍ଗ୍ ଯନ୍ତର୍‌ ହାଏ ।

ଏକଜୁଟ
ଝାକିଗା ମୁଇଙ୍ଗ୍
ଗାଁ ଲୋକ ଏକଜୁଟ ହୋ‌ଇ ରାସ୍ତା ମରାମତି କଲେ
ପାଡାଃ ଲେବୁକି ଝାକିଗା ମୁଇଙ୍ଗ୍ ହଏ କଲା ସଡ୍‌କ୍‌ତେ ସାଫା ବାୟକିଃ / ଉଜ୍‌ଡେ ସଡକ୍‌ତେ ବାୟଃକି / ଖାରାପ୍‍ ସଡକ୍‌ତେ ବାୟଃକି ।

ଏକତା
ସଲହ
ଏକତା ହିଁ ବଳ ଅଟେ ।
ସଲ୍‌ହ ଯେ ଅସଲ୍‍ ବଡ ହାଏ ।

ଏକପ୍ରକାର
ମୁଇଙ୍ଗରକମ୍‌ଆଃ
ସୈନିକ ମାନେ ଏକପ୍ରକାର ପୋଷାକ ପିନ୍ଧନ୍ତି ।
ସ‌ଇନିକି ମୁଇଙ୍ଗରକମ୍‌ଆଃ ଛିଡା ପାଟା ସୁଇ ତେକି / ପେଁଟ କୁର୍‌ତା ସୁଇତେ କି / ବର୍‌ଦି ସୁଇତେକି ।

ଏକଲା
ଏକ୍‌ଲା
ଆମ ଗ୍ରାମରୁ ମୁଁ ଏକଲା କଲେଜ ଯାଏ ।
ଏଲାଃ ପାଡାଃତାୟ ଇଙ୍ଗ୍ ଏକ୍‌ଲା କଲେଜ୍‍ ସାନ୍‌ତାଙ୍ଗ୍ ।

ଏକାଠି
ମୁଇଙ୍ଗତେ
ପରିବାରର ସମସ୍ତେ ଏକାଠି ରହନ୍ତି ।
ଅଗାଃ ଝାକିଗା ମୁଇଙ୍ଗତେ ରହେତାକି ।


logo