logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Khadia Dictionary (Kharia)

ଦକ୍ଷିଣ
ଦକ୍ଷିନ୍‌
ଦକ୍ଷିଣ ଦିଗରୁ ମଳୟ ପବନ ବହେ ।
ଦକ୍ଷିନ୍ ତିଗ୍‌ତାୟ୍‌ ଠଣ୍‌ହା କୟ ତାର୍‌ତେ ।

ଦଖଲ
ଦଖଲ
ଏହି ଜମି ଆମ ଦଖଲରେ ରହିଛି ।
ଉ ଜମିନ୍‌ ଏଲାଃ ଦଖଲ୍‌ତେ ଆଃଇ ।

ଦଣ୍ଡ
ଡଣ୍‌
ବିଦ୍ୟାଳୟ ଏକ ଦଣ୍ଡ ମୁକ୍ତ ଅଁଚଳ ଅଟେ ।
ଇସ୍‌କୁଲ୍‌ ମୁଇଙ୍ଗ୍ ଡଣ୍‌ ସୁଇନ୍‌ ଠାଣ୍‌ ହାଏ ।

ଦଣ୍ଡ ବିଧାନ
ଡଣ୍‌ ତେରନାବେବସ୍ଥା
ଦୋଷୀକୁ ଦଣ୍ଡ ବିଧାନ କରାଗଲା ।
ଦୁଷୀତେ ଡଣ୍‌ ତେର୍‌ନାବେବସ୍ଥା ବାୟଃକି ।

ଦଧିନଉତି
କଳସ
ମନ୍ଦିର ଚୂଡାରେ ଦଧିନଉତି ବସାଯାଏ ।
ମନ୍ଦିର୍‌ ଆଃ ଟିପିତେ କଳସ୍‌ ଥାପ୍‌ନା ବାୟ୍‌ତେକି ।

ଦପ୍ତର
ଅଫିସ୍‌
ମୁଁ ଜିଲ୍ଲାପାଳଙ୍କ ଦପ୍ତରରେ ଗୁହାରି କଲି ।
ଇଙ୍ଗ୍ କଲେକ୍‌ଟର୍‌ ଅଫିସ୍‌ ତେ ଅରଜିଏକ / ବାଏଗ୍‌ ।

ଦମନ
ଦବାଏ
ବ୍ରିଟିଶ ଶାସକ ଭାରତୀୟଙ୍କୁ ଦମନ କରି ରଖିଥିଲେ ।
ଇଂରେଜ ଶାସନ୍‌ ଭେରେ ଇଂରେଜ୍‌ କି ଭାରତ୍‌ ଆଃ ଲେବୁକିତେ ଦବାଏ କରି ଉନ୍‌ସିଥଃକି ।

ଦମ୍ବିକା
ଦମ୍‌ବାଜୀ
ମୋ ସାଙ୍ଗର ଦମ୍ବିକା ମନ ଅଛି ।
ଇଙ୍ଗ୍ ଆଃ ସରିଗିଙ୍ଗାଃ ଦମ୍‌ବାଜୀ ମନ୍‌ ଆଃଇ ।

ଦରକାର
ଦରକାର
ବରିଷ୍ଠ ନାଗରିକଙ୍କୁ ଭତ୍ତା ଦରକାର ।
ବୁଢ଼ା/ବୁଢ଼ୀ କିତେ ଭତ୍ତା ଦର୍‌କାର୍‌ ।

ଦରକାରୀ
ଦରକାରୀ
ଦାଆ ଏକ ଦରକାରୀ ବସ୍ତୁ ।
ଗାନାଡ୍‌ ମୁଇଙ୍ଗ୍ ଦର୍‌କାରୀ ଜିନିଷ୍‌ ହାଏ ।


logo