logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Khadia Dictionary (Kharia)

ଉଇକେଟ
ଉଇକେଟ୍‍
କ୍ରିକେଟରେ ଗୋଟିଏ ଦଳରେ ଏଗାରଟା ଉଇକେଟ୍‍ ଥାଏ ।
କିରକେଟ୍‌ତେ ମୁଇଙ୍ଗ୍ ପାରତେ ଏଗାରଟା ଉଇକେଟ୍‌ ଆତାଃ ।

ଉକୁଣି
ବକପ୍‌ତେ
ଅପରିଷ୍କାର ମୁଣ୍ଡରେ ଉକୁଣି ଜାତ ହୁଅନ୍ତି ।
କେଚ୍‌କେଚା ବକପ୍‌ତେ ସେଃ ସେଃ ହଏତାକି ।

ଉଚିତ
ଠିକ୍‍
ପିଲା ମାନଙ୍କୁ ଉଚିତ ଶିକ୍ଷା ଦିଅନ୍ତୁ ।
କୁଣୁଃକିତେ ଠିକ୍‍ ଶିକ୍ଷିୟା ତେରେପେ ।

ଉଚିତ
କାୟମ୍‌
ପିଲାମାନେ ପିତାମାତାଙ୍କର ଆଜ୍ଞାବହ ହେବା ଉଚିତ ।
କୁଣୁଃକି ବୁଆମାଁ କିଆଃ କାୟମ୍‌ତେ ମାନେ ନା କାୟମ୍‍ ।

ଉଚ୍ଚ
ତଉଲୁଙ୍ଗ
ଶାଗୁଣା ଖୁବ୍‍ ଉଚ୍ଚରେ ଉଡ଼ିପାରେ ।
ରାବନ୍‍ ଖୋବ୍‍ ତଭଲୁଙ୍ଗତେ ଲେଙ୍ଗନା ପାଲ୍‌ତେ ।

ଉଚ୍ଚତା
ଉଚାତେ
ରବି ଉଚ୍ଚତାରେ ସବୁଠୁ ଡେଙ୍ଗା ପିଲା ଅଟେ ।
ରବି ଉଚାତେ ଝାକି ଆଃତାୟ ମାହା ବେଟା ଆୟ ।

ଉଚ୍ଚସ୍ୱର
କିରଲାଏନା
ରମା ମୋତେ ଉଚ୍ଚସ୍ୱରରେ ଡାକିଲା ।
ରମା ଇଙ୍ଗତେ ଖୋବ୍‌ ଆଁଟେ କିର୍‌ଲାଏ କରି ରେମାଖଃ ।

ଉଚ୍ଚାସନ
ମାହାକୁରଟି
ସମ୍ମାନୀୟ ଅତିଥିଙ୍କୁ ଉଚ୍ଚ ଆସନରେ ବସାଯାଏ ।
ମାହାଗତିଆ କିତିଗ୍‍ ମାହାକୁର୍‌ଚି ତଭଲୁଙ୍ଗତେ ଡବ୍‌କତେକି ।

ଉଚ୍ଛନ୍ନ
ବଙ୍ଗଗଃନା
ଦୁର୍ଘଟଣାରେ ତାର ସବୁ ଉଚ୍ଛନ୍ନହୋ‌ଇଗଲା ।
ବଜଡ୍‌ନଃନାତେ ଆଡି ଆଃ ଝାକି ବଙ୍ଗଗଡ୍‌କି

ଉଠାଇ
ଉଡାଏ
ବେଳେବେଳେ ପବନ ଚାଳକୁ ଉଠାଇ ନେଇଥାଏ ।
ମେସନ୍‍ ମେସନ୍‍ କୟ ଛାଉନିତେ ଉଡାଏ ଡଡ୍‌ଡୁଃତେ ।


logo