logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Khadia Dictionary (Kharia)

ଯଜ୍ଞ
ହୁମ୍‌ (ଯଜ୍ଞ)
ଆମ ଗ୍ରାମରେ ବିଶ୍ୱଶାନ୍ତି ଯଜ୍ଞ ହୋ‌ଇଥିଲା ।
ଏଲାଃ ପାଡାତେ ବିଶ୍ୱଶାନ୍ତି ହୁମ୍‌ (ଯଜ୍ଞ) ହଏସିଥଃ ।

ଯତ୍ନ
ଯତନ୍‌
ବାର୍ଦ୍ଧକ୍ୟ ବେଳେ ଯତ୍ନ ନେବା ଆବଶ୍ୟକ ଅଟେ ।
କେଣର୍‌ବଃ ବେଡାତେ ଯତନ୍‌ ଡଡ୍‌ନା ଜରୁରୀ ହାଏ ।

ଯଥା
ଯଥା
ରିମି ଯଥା ଅର୍ଥ କହି ପାରିଲା ।
ରିମି ଯଥାଃ ଅର୍ଥ ଗାମ୍‌ନା ପାଲଃ ।

ଯନ୍ତ୍ର
ମେସିନ୍‌
ଯନ୍ତ୍ର ଦ୍ୱାରା ଜଟିଳ କାମ ସହଜରେ ହୋ‌ଇଥାଏ ।
ମେସିନ୍‌ ବୁଙ୍ଗ୍ ମୁସ୍‌କୁଲ କାମୁଜ ସହଜ୍‌ତେ ହଏସିଃତା ।

ଯଶ
କିର୍‌ତୀ (ନାମ୍‌)
ବଡ଼ ଲୋକଙ୍କ ଯଶ ପୃଥିବୀ ସାରା ବ୍ୟାପିଯାଏ ।
ମାହାଁ ଲେବୁକିଆଃ ନାମ୍‌ ପୁର୍‌ଥୀଗଟା ଏବଃସିଃତା ।

ଯାଗା
ଠାଣ୍‌ଅ
ଉପଯୁକ୍ତ ଜାଗା ବାଛି ଫଳ ଚାଷ କର ।
ବଁଢ଼ିହା ଠାଣ୍‌ଅ ରାଏ କରି ବରେ/ବଗିଚା ବାଏପେ ।

ଯାତ୍ରା
ଜାତ୍‌ରା
ଯାତ୍ରାରେ ଅନେକ ଲୋକ ଆନନ୍ଦିତ ହୁଅନ୍ତି ।
ଜାତ୍‌ରାତେ କିଃତେ ଲେବୁ ଲେରେଃ ତାକି (ମାନାୟତେକି) ।

ଯାତ୍ରା
ସାନ୍‍‍ନା
ରେଳଯାତ୍ରା ଆମୋଦ ଦାୟକ ଅଟେ ।
ରେଲ୍‌ଗାଡିତେ ସାନ୍‌ନା ଆରାମ୍‌ ଲାଃତା ।

ଯାଦୁକର
ଯାଦୁଗାର
ଆମ ବିଦ୍ୟାଳୟକୁ ଜଣେ ଯାଦୁକର ଆସିଥିଲେ ।
ଏଲାଃ ଇସ‌କୁଲ ବୁଙ୍ଗ୍ ମୁଇଙ୍ଗ୍ ଯାଦୁଗାର୍‌, ଯାଦୁବାଲା ଡେଲ୍‌ସିଥଃ ।

ଯାନବାହନ
ଗାଡି ଘଡା
ଯାନବାହନ ନିମନ୍ତେ ଭଲ ରାସ୍ତା ଆବଶ୍ୟକ ।
ଗାଡିଘଡାଃଥମ୍‌ ବନେ ସଡ୍‌କ ଦର୍‌କାର୍‌ ।


logo