logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Khadia Dictionary (Kharia)

ଢଙ୍ଗ
ଢ଼ଙ୍ଗ୍/ହିସାବ୍‍
ପ୍ରତ୍ୟେକ ନିଜ ନିଜ ଢଙ୍ଗରେ ଚଳନ୍ତି ।
ଝାକିଗା ଆପନ୍‌ ଆପନ୍‌ ଢ଼ଙ୍ଗତେ/ହିସାବ୍‌ ତେ ଚଲେତାକି ।

ଢିପ
ଢ଼ିପା
ଆମ ଘର ଏକ ଢିପ ଉପରେ ରହିଛି ।
ଏଲାଃ ଅଃ ମୁଇଙ୍ଗ୍ ଢ଼ିପାତହଲୁଙ୍ଗତେ ଆଃଇ ।

ଢୋଲ
ଢ଼ୋଲ
ଆଦିବାସୀ ମାନେ ଢୋଲ ବଜାଇ ନାଚନ୍ତି ।
ଆଦିବାସୀ କି ଢ଼ୋଲ ବାଜାଏ କରି କୁଇଗ୍‌ ତାକି ।

ଢୋଲକି
ଢୁଲକି
ଢୋଲକି ବଜାଇ ଗୀତ ଗାଅ ।
ଢୁଲ୍‌କି ବାଜାୟ କରି ଆଲଙ୍ଗ୍ ଆଲଙ୍ଗ୍ ନାପେ ।


logo