logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Khadia Dictionary (Kharia)

ଚକ
ଚାକା
ସାଇକେଲର ଦୁଇଟି ଚକ ଥାଏ ।
ବାଏସ୍‌କଲ ଆଃ ଦୁଇଟା ଚାକା ଆତା ।

ଚକଟା
ସଡ୍‌ନା
କୁମ୍ଭାର ଚକଟା ମାଟିରେ ହାଣ୍ଡି ଗଢ଼େ ।
ତମ୍‌କୁଇ ଚିକଟ୍‌ ଲଃଖାତେ ସଡ୍‌ କରି କୁୟୁ ବାୟ୍‌ତେ ।

ଚକି ପେଷା
ଚକିପିସାଏ
ଚକି ପେଷା ଅଟା ଶରୀର ପାଇଁ ଉପକାରୀ ।
ଚକିପିସାଏ ଅଟା ନିରିଆଃଥମ୍‌ ଭଲହାଏ ।

ଚକିତ
ଆନ୍ଧରାୟ ଗଃନା
ଦୁଃ ସାହସୀକ କାର୍ଯ୍ୟ ଦେଖିଲେ ଚକିତ ଲାଗେ ।
ଅଜବ୍‌ କାମୁ ଜୟଃଲାଃ ଆନ୍ଧରାୟ ଗଃନା ହଏତା ।

ଚକୁଳି ପିଠା
ଚାଟୁଆ କଲଙ୍ଗ୍
ମୁଁ ଚକୁଳି ପିଠା ଖାଇ ପଢ଼ାରେ ବସେ।
ଇଙ୍ଗ୍ ଚାଟୁଆ କଲଙ୍ଗ୍ ନଃ କରି ପଢେନା ଡକତାଏଙ୍ଗ୍ ।

ଚକୋଲେଟ
ଲେମ୍‍‌ଚୁସ୍‌
ପିଲାମାନେ ଚକୋଲେଟ ଖାଇବାକୁ ଭଲ ପାଆନ୍ତି ।
କୁଣୁଃକି ଲେମ୍‌ଚୁସ୍‌ ନଃନାଃଥମ୍‌ ଭଲ୍‌ କୁଇତେ କି ।

ଚକ୍‌ମକ୍‌
ଚକ୍‌ମକ୍‌
ଚକ୍‌ମକ୍‌ ପଥର ଘସି ନିଆଁ ବାହାର କରାଯାଏ ।
ଚକ୍‌ମକି ସରେଙ୍ଗ୍ ରେଁତ କରି ତିମ୍‍ସମ୍‌ ଅଃଫେର୍‌ତେକି/ଡମ୍‌ତା ।

ଚଟଣି
ଚଟ୍‌ନି
ଚଟଣୀ ଭୋଜନକୁ ଋଚିକର କରେ ।
ଚଟ୍‌ନି ପେଗ୍‌ ଶାଃତେ ଅଏତ୍‌କା ସୁରସ୍‌ ବାଏତେ ।

ଚଟାଣ
ଚାଟେନ୍‍
ଶୀତଦିନେ ଚଟାଣ ଥଣ୍ଡା ଲାଗେ ।
ରାଙ୍ଗା ଲେରାଙ୍ଗ୍ ଚାଟେନ୍‌ ବହୁତ୍‌ ଟଣ୍‌ହା ଲାଃତା ।

ଚଟାପଟ
ସାଙ୍ଗେସାଙ୍ଗେ
ରବି ପ୍ରଶ୍ନର ଉତ୍ତର ଚଟାପଟ ଦେଇଥାଏ ।
ରବି ପର୍‌ଶନ ଆଃ ଉତର୍‌ ଚଟ୍‌ପଟ୍‌ ତେର୍‌ ଗଃତେ । / ରବି ପର୍‌ଶନ୍‌ ଆଃ ଉତ୍ତର ସାଙ୍ଗେସାଙ୍ଗେ ତେର୍‌ ଗଃତେ ।


logo