logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Khadia Dictionary (Kharia)

ଆକାଶ
ଶୂଇନ୍‌
ନୀଳ ଆକାଶ ତଳେ ଆମେ ସମସ୍ତେ ରହିଛୁଁ ।
ନୀଳିଆ ଶୂଇନ୍‌ତେ ଆନିଙ୍ଗ୍ ଝାକିଗା ରହେ ସିଗ୍‌ନିଙ୍ଗ୍ ।

ଆଖି
ମଡ
ଆମେ ଆଖିର ଯତ୍ନ ନେବା ଉଚିତ ।
ଆନିଙ୍ଗ୍ ମଡ୍‌ଆଃ ଯତନ୍‌ ଡଡ୍‌ନାଃ କାୟମ୍‌ ।

ଆଖିରେ ରଖିବା
ମଡ୍‌ମଡ୍‌ ଜୟନା
ପିତାମାତା ନିଜ ପିଲାକୁ ଆଖିରେ ରଖିବା ଉଚିତ ।
ବୁଆ ମା ନିଜର୍‌ କୁଣୁଃତେ ମଡ୍‌ ମଡ୍‌ ଜୟନାଃ କାୟମ୍‌ ।

ଆଖଡ଼ା ଘର
ଗାଦିଅଃ
ପୂର୍ବକାଳର ଆଖଡ଼ା ଘର ବର୍ତ୍ତମାନ ଆଉ ନାହିଁ ।
ଆଘ୍‌ଲି ଆଃ ଗାଦି ଅଃ ତାମା ମଃଡେଗ୍‌ ।

ଆଗ
ଆଘ୍‌ଲି
ଆଗ ଧାଡ଼ିରେ ବସିଲେ ଶିକ୍ଷା ଦାନ ଭଲ ଶୁଭେ ।
ଆଘ୍‌ଲି ଧାଡିତେ ଡକକିଲାଃ ପଢ଼ାଏ ତେକି ପାଟ୍‍ ବନେ ଅଣ୍ଡର୍‌ତା ।

ଆଗ୍ରହ
ମନ୍‌ଉନ୍‌ନା
ପାଠ ପଢ଼ା ସହିତ କ୍ରିଡ଼ାରେ ଆଗ୍ରହ ରଖିଥାଅ ।
ପାଟ୍‌ପଢ଼େନାଃ ସରିସରି ଖେଲ୍‌କୁଦ୍‌ତେଜ ମନ୍‌ ଉନ୍‌ନାଃ କାୟମ୍‍ ।

ଆଗ୍ରହୀ
ଇଚ୍ଛା
ପିଲାମାନେ ପାଠ ପଢ଼ାରେ ଅଧିକ ଆଗ୍ରହୀ ହେବା ଉଚିତ ।
ବେଟାକି ପାଟ୍‌ ପଢ଼େନାଃଥମ୍‌ ଅଏତ୍‌କା ଇଚ୍ଛା ବାୟ୍‌ନା କାୟମ୍‌ ।

ଆଙ୍କିବା
ଛାପା ବାଏନା
ଚିତ୍ର ଆଙ୍କିବା ଅଭ୍ୟାସ କର ।
ଛାପା ବାଏନାଃ ଅଭିଆସ୍‌ ବାୟେ ।

ଆଙ୍କୁଡ଼ି
ଆଙ୍ଗାସା
ଆଙ୍କୁଡ଼ି ସହାଯ୍ୟରେ ଆମ୍ବ ତୋଳାଯାଏ ।
ଲାଠିଆଃ ଆଙ୍ଗାସା ବୁଙ୍ଗ୍ କାୟାର୍‌ କେଗ୍‌ତେ କି ।

ଆଙ୍ଗୁଠି
ଆଙ୍ଗଠି
ଆଙ୍ଗୁଠି ଧରିବାରେ ସାହାଯ୍ୟ କରେ ।
ଆଙ୍ଗଠି ଧଃତେ ନାଃଥମ୍‌ ସାହେଜ୍‌ ବାୟ୍‌ତେ ।


logo