logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Khadia Dictionary (Kharia)

କଂଚା
ବରଲ୍‌
କଂଚା କାଠ ସହଜରେ ଜଳେ ନାହିଁ ।
ବରଲ୍‌ ସଙ୍ଗଲ୍‌ ସହ୍‌ଜେ ଉମ୍‌ତେମୁତା । ଜଲ୍‌ଦି ଉମ୍‌ ତେମୁତା ।

କଂଟା
ଜୁରାଃ
ଗୋଲାପ ଗଛରେ କଂଟା ଥାଏ ।
ଗୁଲାପ ଦାରୁତେ ଜୁରାଃ ଆତା ।

କଜିଆ
ଗୁଲମାଲ
ଶ୍ରେଣୀରେ କଜିଆ କର ନାହିଁ ।
ପାଟ୍‌ପଢା ଅଃତେ/କିଲାସ୍‌ତେ ଗୁଲ୍‌ମାଲ୍‌ ଆବୁ ବାୟେପେ ।

କଟିବା
ଡିଗ୍‌ନା
ବହୁଦିନ ଅନୁପସ୍ଥିତ ରହିଲେ ନାମ କଟିବା ସମ୍ଭାବନା ଥାଏ ।
ଖୋବ୍‌ଦିନ ଉମ୍‌ସାନ୍‌ କିଲାଃ ନାଆ କଟେଗଃନା ବତଙ୍ଗ୍ ଆତା ।

କଟୁରୀ
ଛୁରୀ/କଟାଏର
କଟୁରୀରେ ଘାସ ବୁଦା ଇତ୍ୟାଦି ସଫା କରାଯାଏ ।
କଟାଏର ବୁଙ୍ଗ୍ ଘାସ ବୁଦା କିତେ ସଫା ବାଏ ତେକି ।

କଣ୍ଠ
ସୋର୍‍
ମଧୁର କଣ୍ଠରେ ସଂଗୀତ ଗାନ କର ।
କିଲ କିଲାଃ ସୋର୍‌ତେ ଆଲଙ୍ଗ୍ ଆଲଙ୍ଗନାପେ ।

କଣ୍ଢେଇ
ପୁତ୍‌ଲି
ପ୍ଲାଷ୍ଟିକ୍‍ କଣ୍ଢେଇ ଭଙ୍ଗୁର ନୁହେଁ ।
ପ୍ଲାଷ୍ଟିକ୍‍ ପୁତ୍‌ଲି ଉମ୍‌ ପିଗ୍‌ତା ।

କଥନ
ଗାମନା
କଥନ ଦ୍ୱାରା ଭାବ ପ୍ରକାଶ କରାଯାଏ ।
ଗାମ କରି ମନ ଆଃ କାୟମ୍‍ ଗାମ୍‌ନା ହଏତା ।

କଥାଭାଷା
କାୟମକାଥା
ଆମ କଥା ଭଷା ସ୍ୱାଦ ଯୁକ୍ତ ହେବା ଉଚିତ ।
ଆନିଆଃ କାୟମ୍‌ କାଥା ଜଙ୍ଗେମ୍‌ ହଏନାଃ କାୟମ୍‌ ।

କଦଳୀ
କଦେଲ
କଦଳୀ ଏକ ସୁଆଦିଆ ଫଳ ଅଟେ ।
କଦେଲ୍‍ ମୁଇଙ୍ଗ୍ ସେବୁଲ୍ ଲକୁହାଏ ।


logo