logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Khadia Dictionary (Kharia)

ଝଗଡ଼ା
କଲେଗ୍‌ କେନ୍ଦାର୍‌
ବେଳେବେଳେ ପିଲାଏ ପରସ୍ପର ଝଗଡ଼ା ଲାଗନ୍ତି ।
ମେସନ୍‌ ମେସନ୍‌ କୁଣୁଃକି ଆଡ୍‌କିଆଃ ଆଡ୍‌କିଆଃ ଭିଃତାର୍‌ତେ କଲେଗ୍‌ କେନ୍ଦାର୍‍ ଲାଃତାକି ।

ଝଡିବର୍ଷା
ଝକେର୍‌
ଝଡିବର୍ଷା ଅନେକ ଦିନ ଯାଏ ଲାଗିରହେ ।
ଝକେର୍‌ ଡାଃ ଖୋବ୍‍ ଦିନ ଜାକର୍‌ ରହେତା ।

ଝଡୁଛି
ଗୁର୍‌ତାଏଗ୍
ଟିକିଏ ପବନ ହେଲେ ପାଚିଲା ଆମ୍ବ ଝଡୁଛି ।
ଇଚିଃ କୟ ହଏକିଲାଃ ବେଲମ୍‌ କାୟାର୍‌ ଗୁର୍‌ଗଃତାଏଗ୍‌/ଗୁର୍‌ତାଏଗ୍‌ ।

ଝର ଝର
ଝର୍‌ ଝର୍‌
ପର୍ବତରେ ବର୍ଷା ଝରଝର ହେଉଛି ।
ବିରୁତେ ବର୍ଷା ଝର୍‌ ଝର୍‌ ହଏତାଏଗ୍‌ ।

ଝରକା
ଜୁଲ୍‌କା
ରାତିରେ ଝରକା ବନ୍ଦ କରି ରଖ ।
ଇଡିବ୍‌ତେ ଜୁଲ୍‌କା ବନ୍ଦବାୟ୍‌କରି ଉନେପେ ।

ଝରଣା
ଝର୍‌ନା
ଝରଣାଟିଏ କୁଳୁକୁଳୁ ହୋ‌ଇ ବହି ଯାଉଛି ।
ଝର୍‌ନା ମୁଇଙ୍ଗ୍ ଖୁଲୁର୍‌ ଖୁଲୁର୍‌ ହଏକଲା ଲେଙ୍ଗେଗଃତାଏଗ୍‍ ।

ଝଲକ୍‌
ପାତାର୍‍
ଇନ୍ଦ୍ରଧନୁର ଝଲକ୍‌ ଅତ୍ୟନ୍ତ ମନଲୋଭା ।
ରାମଧନୁ ଆଃ ପାତାର୍‍ ଖୋବ୍‍ ଲୁଭ୍‍ ଲୁଭାନ୍‍ ଜୟ୍‌ତା ।

ଝଲମଲ
ଝଲ୍‍ ମଲ୍‌
ପାଣିରେ ସୂର୍ଯ୍ୟକିରଣ ଝଲମଲ ହୋ‌ଇ ଦିଶୁଛି ।
ଡାଃତେ ବେଡଆଃ ତାରାସ୍‍ ଝଲ୍‍ ମଲ୍‍ ଝଲ୍‍ ମଲ୍‍ ଜୟ୍‌ତାଏଗ୍‍ ।

ଝାଉଁଳିବା
ଝାଉଁଲାଏନା
ପାଣିର ଅଭାବ ହେତୁ ଫୁଲ ଗଛଟି ଝାଉଁଳିଗଲା ।
ଡାଃଗା ଅଭାବ୍‍ ହଏକଲା ଫୁଲ ଦାରୁଯେଃ ଝାଉଁଲାଏ ଗଃକି ।

ଝାଡୁ
ଜନଃ
ଝାଡୁରେ ଅଳିଆ ସଫା କରାଯାଏ ।
ଜନଃବୁଙ୍ଗ୍ କାଚରାକୁଟା ସଫା ବାଏତେକି ।


logo