logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Khadia Dictionary (Kharia)

ଉପାଧି
ମାହାଆସନ୍‌
ବିଜ୍ଞ ଲୋକମାନଙ୍କୁ ଯୋଗ୍ୟ ଉପାଧି ଦିଆଯାଏ ।
ବୁଦ୍ଧିମାନ୍‌ ଲେବୁକିତେ ମାହା ଆସନ୍‌ କୁଇତା ।

ଉପଯୁକ୍ତ
ଠିକ୍‍
ରୋଗୀକୁ ଉପଯୁକ୍ତ ଚିକିତ୍ସା ଆବଶ୍ୟକ ।
କସୁରାଙ୍ଗା ଲେବୁତେ/ବେମାରୀତେ ଠିକ୍‍ ସେବା ଦାରକାର ।

ଉଦ୍ଭାବନ
ତମ୍‌ନେ
ମାର୍କୋନୀ ରେଡ଼ିଓ ଉଦ୍ଭାବନ କରିଥିଲେ ।
ମାର୍କୋନୀ ତମନେ ରିଡିଓ ବାଏସିଥଃ/ଅଃମୁଃସିଥଃ ।

ଉହାଡ଼
ହାନପାଖ
ପାହାଡ଼ ଉହାଡ଼େ ସୂର୍ଯ୍ୟ ଲୁଚିଗଲେ ।
ବିରୁ ଆଃ ହାନ୍‌ପାଖ ବେଡ ଲେଡ୍‌ ଗଡ୍‌କି/ଗଃକି/ମେନ୍‌ ।

ଉପାୟ
ଉପାୟ
ମନ ଥିଲେ ଉପାୟ ଆସେ ।
ମନ୍‌ ଆକିଲାଃ ଉପାୟ ଡେଲ୍‌ତା ।

ଉଚ୍ଚତା
ଉଚାତେ
ରବି ଉଚ୍ଚତାରେ ସବୁଠୁ ଡେଙ୍ଗା ପିଲା ଅଟେ ।
ରବି ଉଚାତେ ଝାକି ଆଃତାୟ ମାହା ବେଟା ଆୟ ।

ଉନ୍ନତି
ଉନ୍‌ମତି
ପିତାମାତା ପିଲାମାନଙ୍କର ଉନ୍ନତି କାମନା କରନ୍ତି ।
ବୁଆ ମାଁ କୁଣୁଃ କି ଆଃଥମ୍‍ ଉନ୍‌ମତି ଚିନ୍ତା ବାୟ୍‌ତେକି ।

ଉର୍ଦ୍ଧ୍ଵକ୍ରମ
ମାହାକନ୍‌ହନ
ଉର୍ଦ୍ଧ୍ଵକ୍ରମରେ ସଜାଇ ରଖ ।
ମାହାକନ୍‌ହନ୍‌ ସାଜାୟ୍‌ କରି ଉନେପେ ।

ଉତ୍ସାହିତ
ସୁହଁରାଏନା
ପ୍ରଶଂସା ମିଳିଲେ ସମସ୍ତେ ଉତ୍ସାହିତ ହୁଅନ୍ତି ।
ସୁହୁଁରାଏୟଲାଃ ଝାକିଗା ଉସାସ୍‌ ମନେତେକି ।

ଉପରେ
ତଃଲୁଙ୍ଗତେ
ଚାଳ ଉପରେ କାଉଟିଏ ବସିଛି ।
ଖପର ତଃଲୁଙ୍ଗତେ କୁଆଃ ମୁଇଙ୍ଗ୍ ଡକସିଗ୍‌ ।


logo