logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Khadia Dictionary (Kharia)

ଉତ୍ତମ
ଆଚ୍ଛା/ବନେ
ମୀନା ଜଣେ ଉତ୍ତମ ବାଳିକା ଅଟେ ।
ମୀନା ମୁଇଙ୍ଗ୍ ଆଚ୍ଛା ବେଟି ହାଏ ।

ଉଦୁଉଦିଆ
ହାଅ ହାଅ ଗିଡିଂ / ଲକ୍‌ଲକ୍‌ଗିଡିଂ / ତିମ୍‌ସମଗୁଡ୍‌ଗିଡିଂ
ଉଦୁଉଦିଆ ଖରାରେ ପଦାକୁ ବାହାରନ୍ତୁ ନାହିଁ ।
ହାଅ ହାଅ ଗିଡିଂତେ ବାହରି ଆବୁ ମୁଃନାପେ ।

ଉଡ଼ିବା
ଲେଙ୍ଗନା
ଛୁଆପକ୍ଷୀ ମାଆଠାରୁ ଉଡ଼ିବା ଶିଖେ ।
କୁଣୁଃ କନ୍‌ତେଡ୍‌ ମାଡମ୍‌ ଆଃ ତାୟ୍‌ ଲେଙ୍ଗନା ଶିଖେତା ।

ଉପଦେଶ
ବାରୁକାୟମ୍‍
ଗୁରୁଜନମାନଙ୍କର ଉପଦେଶ ମାନି ଚଳ ।
ଗୁରୁ ଲେବୁକିଆଃ ବାରୁକାୟମ୍‌ତେ ମାନେ କରି ଚଲେନାପେ ।

ଉଭା
ଜୟକି
ଘନ ମେଘ ଆସ୍ତରଣ ମଧ୍ୟରେ ସୂର୍ଯ୍ୟ ଉଭା ହେଲେ ।
ତିରିବ୍‌ ବଟ୍‌ବଟ୍‌ତେ ବେଡ ଜୟକି ।

ଉଚ୍ଚସ୍ୱର
କିରଲାଏନା
ରମା ମୋତେ ଉଚ୍ଚସ୍ୱରରେ ଡାକିଲା ।
ରମା ଇଙ୍ଗତେ ଖୋବ୍‌ ଆଁଟେ କିର୍‌ଲାଏ କରି ରେମାଖଃ ।

ଉପକାର
ଉପ୍‌କାର
ଅସହାୟ ଲୋକର ଉପକାର କର ।
ବେସାହାରା ଲେବୁଆଃ ଉପ୍‌କାର୍‌ ବାୟେପେ ।

ଉଦ୍‌ଯୋଗ
ଭାଗିଦାରି
ଦେଶ ସେବାରେ ଉଦ୍‌ଯୋଗ ହେବା ଆବଶ୍ୟକ ।
ଦେଶ୍‌ଆଃ ସେବା କାମୁତେ ଭାଗିଦାରି ହଏନାଃ କାୟମ୍‍ ।

ଊଇ
ତବ୍‌ଦିର
ଊଇ ବହି ପତ୍ର ଖାଇଯାଏ ।
ତବ୍‌ଦିର୍‌ ବହିଖାତା ନଃ ଗଃତେ ।

ଉତ୍ତାପ
ଲବ୍‌ନା
ଜ୍ୱର ହେଲେ ଦେହର ଉତ୍ତାପ ବଢ଼େ ।
କୁଲଡାଃ ହଏ କିଲାଃ ନିରିଆଃ ଲବ୍‌ନା ବଢ଼େତା ।


logo