logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Khadia Dictionary (Kharia)

ଉତ୍ପାଦନ
ଅଏତକା
କୃଷି ଉତ୍ପାଦନ ବଢ଼ାଇବା ଆବଶ୍ୟକ ।
ତାଷ୍‌ ବାସ୍‌ ଅଏତ୍‌କା ବଢ଼ାଏନାଃ କାୟମ୍‍ ।

ଉଷୁମ
ଉଷୁମ୍‍
ଶୀତ ଦିନେ ଉଷୁମ ପାଣିରେ ଗାଧୋଇବା ଭଲ ।
ରାଙ୍ଗାଲେରାଙ୍ଗ୍ ଉଷୁମ୍‍ ଡାଃ ତେ ଉଆଃନା ଭଲ ।

ଉଚିତ
କାୟମ୍‌
ପିଲାମାନେ ପିତାମାତାଙ୍କର ଆଜ୍ଞାବହ ହେବା ଉଚିତ ।
କୁଣୁଃକି ବୁଆମାଁ କିଆଃ କାୟମ୍‌ତେ ମାନେ ନା କାୟମ୍‍ ।

ଉପକରଣ
ସାମାନ
ପାଠ ଉପକରଣ ସାଇତି ରଖ ।
ପାଟ୍‌ପଢା ସାମାନ୍‌ କିତେ ବନେ ଉପେନେ ।

ଉପସ୍ଥିତ
ରେମାଃତେ ନଗା
ଶିକ୍ଷକ ଡାକିବା ମାତ୍ରେ ମୁଁ ଉପସ୍ଥିତ ରହେ ।
ମାଷ୍ଟର ରେମାଃତେ ନଗା ସରିସରି ଇଙ୍ଗ୍ ଏକର୍‌ବୁଙ୍ଗ ଡାମ୍‌ତାଏଙ୍ଗ ।

ଉକୁଣି
ବକପ୍‌ତେ
ଅପରିଷ୍କାର ମୁଣ୍ଡରେ ଉକୁଣି ଜାତ ହୁଅନ୍ତି ।
କେଚ୍‌କେଚା ବକପ୍‌ତେ ସେଃ ସେଃ ହଏତାକି ।

ଉତ୍ତର ଦିଗ
ଉତ୍‌ର ତିଗ୍‌
ଉତ୍ତର ଦିଗରୁ ଥଣ୍ଡା ପବନ ବହେ ।
ଉତ୍‌ର ତିଗ୍‌ ତାଏ ଠଣ୍‌ହା କୟତାର୍‌ତେ ।

ଉତ୍କୃଷ୍ଟ
ଖୋବ୍‍ ବଁଢ଼ିଆ
କନ୍ଧମାଳରେ ଉତ୍କୃଷ୍ଟ ହଳଦୀ ଉତ୍ପାଦନ କରାଯାଏ ।
କନ୍ଧମାଳ୍‌ତେ ଖୋବ୍‍ ବଁଢ଼ିଆ ସାଙ୍ଗସାଙ୍ଗ୍ ଚାଷ୍‌ ହଏତା ।

ଉତ୍ପାଦିକା
ଉପ୍‌ଜେନା
ଜମିର ଉତ୍ପାଦିକା ଶକ୍ତି କମି ଗଲାଣି ।
ଆଙ୍କାଲଆଃ ଉବ୍‌ଜେନା ଶକ୍ତି କମେ ଗଡ୍‌କି ଡିଗ୍‍ ।

ଉଚ୍ଚ
ତଉଲୁଙ୍ଗ
ଶାଗୁଣା ଖୁବ୍‍ ଉଚ୍ଚରେ ଉଡ଼ିପାରେ ।
ରାବନ୍‍ ଖୋବ୍‍ ତଭଲୁଙ୍ଗତେ ଲେଙ୍ଗନା ପାଲ୍‌ତେ ।


logo