logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Khadia Dictionary (Kharia)

ଏକ ବାର ଛୁ
ଜୟଃନଃ
କୁକୁରକୁ ଦେଖି ମାଙ୍କଡ଼ ଏକ ବାର ଛୁ ।
ସଲଃତେ ଜୟଃନ ମଃଗା ବାନ୍ଦରା ବତ୍‌କେ ଗଃକି ।

ଏକଜୁଟ
ଝାକିଗା ମୁଇଙ୍ଗ୍
ଗାଁ ଲୋକ ଏକଜୁଟ ହୋ‌ଇ ରାସ୍ତା ମରାମତି କଲେ
ପାଡାଃ ଲେବୁକି ଝାକିଗା ମୁଇଙ୍ଗ୍ ହଏ କଲା ସଡ୍‌କ୍‌ତେ ସାଫା ବାୟକିଃ / ଉଜ୍‌ଡେ ସଡକ୍‌ତେ ବାୟଃକି / ଖାରାପ୍‍ ସଡକ୍‌ତେ ବାୟଃକି ।

ଏକକ
ଯନ୍ତର
ମିଟର ଦୂରତା ମାପିବାର ଏକକ ଅଟେ ।
ମିଟର ଡିସାଃ ଏଡ୍‌ନାଃ ମୁଇଙ୍ଗ୍ ଯନ୍ତର୍‌ ହାଏ ।

ଏଇଠି
ଉତେ
ଏଇଠି ବସି ମୁଁ ନିତି ବହି ପଢ଼େ ।
ଉତେ ଡକ୍‌କରି ଇଙ୍ଗ୍ ଝାକି ଦିନ ବହି ପଢେତାଏଙ୍ଗ୍ ।

ଏକତା
ସଲହ
ଏକତା ହିଁ ବଳ ଅଟେ ।
ସଲ୍‌ହ ଯେ ଅସଲ୍‍ ବଡ ହାଏ ।

ଏକଲା
ଏକ୍‌ଲା
ଆମ ଗ୍ରାମରୁ ମୁଁ ଏକଲା କଲେଜ ଯାଏ ।
ଏଲାଃ ପାଡାଃତାୟ ଇଙ୍ଗ୍ ଏକ୍‌ଲା କଲେଜ୍‍ ସାନ୍‌ତାଙ୍ଗ୍ ।

ଏମନ୍ତ
ଉଘାୟ
ଏମନ୍ତ କରି ଦେଖାଅ, ଯାହା ଲୋକ ଦେଖି ଖୁସି ହେବେ ।
ଉଘାୟ ବାୟ କରି ଅବ୍‌ଜୟେପେ, ଲେବୁ ଜୟ କଲା ଲେରୈଃ ନାକି ।

ଏବେ
ତାମା
ଏବେ ପାଠ ପଢ଼ାର ସମୟ ଅଟେ ।
ତାମା ପାଠ୍‌ ପଢ଼େନାଃ ବେଡାହାଏ ।

ଏଟିଏମ୍‍
ଏଟିଏମ୍‍
ଏଟିଏମ୍‍ରୁ ଯେ କୌଣସି ସମୟରେ ଟଙ୍କା ଉଠାଯାଏ ।
ଏଟିଏମ୍‍ତାୟ ଯେନ୍‍ ସମୟତେ ଲାଃଜ ରୁପିଆ ଅଃଫେର୍‌ନା ହଏତା ।

ଏନ୍ତୁଡ଼ିଶାଳ
ଜନମ ଅଃ
ଏନ୍ତୁଡ଼ିଶାଳ ଆମ ଜନ୍ମସ୍ଥାନ ଅଟେ ।
ଜନମ୍‍ ଅଃ ଆନିଆଃ ଜନମ୍‍ ଜାଗା ହାଏ ।


logo