logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Khadia Dictionary (Kharia)

ଉଭୟ
ଝାକିଆଃ
ବିଦ୍ୟାଳୟ ସଫା ରଖିବା ଛାତ୍ର ଛାତ୍ରୀ ଉଭୟଙ୍କ କର୍ତ୍ତବ୍ୟ ଅଟେ ।
ଇସ୍‌କୁଲ୍‌ ସଫାସୁଥର୍‌ ଉନ୍‍ନା ଝାକି ପାଠ୍‌ପଢା ବେଟାବେଟି କିଆଃ କାମୁହାଏ ।

ଉଇକେଟ
ଉଇକେଟ୍‍
କ୍ରିକେଟରେ ଗୋଟିଏ ଦଳରେ ଏଗାରଟା ଉଇକେଟ୍‍ ଥାଏ ।
କିରକେଟ୍‌ତେ ମୁଇଙ୍ଗ୍ ପାରତେ ଏଗାରଟା ଉଇକେଟ୍‌ ଆତାଃ ।

ଉପହାର
ପୁରୁସ୍‌କାର
ପବନ ଈଶ୍ୱର ଆମକୁ ଦେଇଥିବା ଉପହାର ଅଟେ ।
କୟ, ଭଗମାନ୍‍ ଆନିଂତେ ପୁରୁସ୍‌କାର ତେର୍‌ସିଗ୍‍ / ଭଗମାନ୍‍ ଆନିଂତେ କୟତେ ପୁରୁସ୍‌କାର ତେର୍‌ସିଗ୍‍ / କୟ ଆନିଂତେ ଭଗମାନ୍‍ ଆ ତେର ତେର ପୁରୁସ୍‌କାର ହାଏ ।

ଉପର
ତହଲୁଙ୍ଗତେ
ବାୟୁ ମଣ୍ଡଳର ଉପର ଭାଗରେ ମହାଶୂନ୍ୟ ରହିଛି ।
କୟୋ ଆଃ ତହଲୁଙ୍ଗଭାଗ୍‌ତେ ମାହାଶୂଇନ୍‌ ଆଃଇ ।

ଉର୍ବର
ଖତେନଲଃଖା
ପ୍ରଚୁର ଫସଲ ନିମନ୍ତେ ଉର୍ବର ମାଟି ଆବଶ୍ୟକ ।
ଖୋବ୍‌ତାଷ/ବଢ଼ିଆତାସ୍‍ ହଏନାଥମ୍‌ ଖତେନ୍‍ ଲଃଖା ହଏନାଃ କାୟମ୍‍ । / ଖୋବ/ବନେବଃ ତାଷ ହଏନାଃଥମ୍‍ ହାଲ୍‌କା ଲଃଖା ହଏନାଃ କାୟମ୍‍ ।

ଉଣା
ନାଗା
ପାଠପଢ଼ା ଉଣା କର ନାହିଁ ।
ପାଟ୍‌ପଢ଼େ ନାତେ ନାଗା ଆବୁ ବାୟେ/ବାୟମ୍‍ ।

ଋତୁ
ଋତୁ
ଗ୍ରୀଷ୍ମଋତୁରେ ଆମ୍ବ ପାଚେ ।
ବ‌ଇଶାଖ୍‍ ଲେରାଙ୍ଗ୍ କାୟର୍‌ ବେଲମ୍‌ତା ।

ଏଣେତେଣେ
ଉତିକ୍‌ ହାନ୍‌ତିକ
ଆବର୍ଜନା ଏଣେତେଣେ ପକାନ୍ତୁ ନାହିଁ ।
କାଚ୍‌ରାକୁଟା ଉତିକ୍‌ ହାନ୍‌ତିକ୍‍ ଆବୁ ଘାଲେ ପେ ।

ଏଣ୍ଡୁଅ
ଟେଟ୍‌ଙ୍ଗା
ଏଣ୍ଡୁଅ କଙ୍କି ମାରି ଖାଏ ।
ଟେଟ୍‌ଙ୍ଗା ପାଟ୍‌ପନିହା ତାର୍‍ ନଃତେ ।

ଏକ
ମୁଇଙ୍ଗ
କୁକୁର ଏକ ବିଶ୍ୱସ୍ତ ପ୍ରାଣୀ ଅଟେ ।
ସଲଃ ମୁଇଙ୍ଗ୍ ବିଶ୍ଵାସୀ ଜଁତୁ ହାଏ ।


logo