logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Khadia Dictionary (Kharia)

ଓଳି
ମୁଇଙ୍ଗବେଳା
ଗୋଟିଏ ଓଳି କାମ କଲେ ଅଧା ମଜୁରୀ ପାଇବ ।
ମୁଇଙ୍ଗବେଳା କାମୁକିଲାଃ ଆଧା ମଞ୍ଜରୀ କୁଏପେ ।

ଓଠ
ଚଁଣ୍‌
ଶୀତ ଦିନେ ଓଠ ଫାଟେ ।
ରାଙ୍ଗାଦିନ ଚଁଣ୍‌ ପାଃତା / ଠଣ୍‌ହାଃ ଲେରାଙ୍ଗ୍ ଚଁଣ୍‍ ପାଃତା ।

ଓସାର
ଅସାର୍‍
ଓସାର ଲମ୍ବା ଅପେକ୍ଷା ସାନ ଅଟେ ।
ଅସାର୍‍ ଲମ୍‌ଆଃ ତାୟ୍‌ କନହନ ହାଏ / ଚ‌ଉଡା ଲମ୍‌ଆଃତାୟ କନହନ ଆଏ ।

ଓଜନ
ଉଜନ୍‍
ଚାଷୀମାନେ ଓଜନ କରି ପନିପରିବା ବିକିବା ଉଚିତ ।
ପାର୍‌ଜାକି ତ‌ଉଲାଏକରି ଜିନିଷ ଅବସଙ୍ଗନାଃ କାୟମ୍‍ / ତାସିଲେବୁକି ।

ଓଧ
ଉଦ୍‍
ଓଧ ପାଣିରେ ଯା ଆସ କରିପାରେ ।
ଉଦ୍‍ ଡାଃତେ ସାନ୍‌ନା ଡେଲ୍‌ନା ପାଲ୍‌ତେ ।

ଓହ୍ଲାଇବା
ଉତ୍‌ରେନା
ସାବଧାନରେ ସାଇକେଲରୁ ଓହ୍ଲାଇବା ଉଚିତ ।
ସାବ୍‌ଧାନିତେ ସାଏକଲ୍‌ତାୟ୍‌ ଉତ୍‌ରେନାଃ କାୟମ୍‍ ।

ଓଟ
ଉଁଟ୍‍
ଓଟ ମରୁଭୂମିର ଜାହାଜ ଅଟେ ।
ଉଁଟ୍‍ ମରୁଭୂମିଆଃ ବିବାନ୍‍ ହାଏ ।

ଓସାରିଆ
ଅସାର୍‍
ଗାଁ ଗହଳିରେ ଓସାରିଆ ରାସ୍ତା ନଥାଏ ।
ପାଡାକିତେ ଅସାର୍‌ ଗଃଝୁଙ୍ଗ୍ ଉମ୍‍ ଆତା ।

ଓଷ୍ଠ
ତ‌ଉଲୁଙ୍ଗଚଁଣ୍‌
କଥା କହିବାରେ ଓଷ୍ଠ ସାହାଯ୍ୟ କରେ ।
କାୟମ୍‌ନାତେ ତଭ୍‌ଲୁଙ୍ଗ୍ ଚଣ୍‌ ସାହେଜ୍‌ ବାୟ୍‌ତେ ।

ଓଲଟାଇ
ଉଲଟାଏ
ଘୂର୍ଣ୍ଣିବାୟୁ ଘରର ଚାଳ ଓଲଟାଇ ଫିଙ୍ଗେ ।
ବାର୍‌ଣ୍ଡୋ ଅଗାଃ ଛାଉନି ଉଲ୍‌ଟାଏ ଖାବ୍‌ଡାୟତେ ।


logo