logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Khadia Dictionary (Kharia)

ହେବା ଭଳି
ହଏନା ଗୁଡ
ଆଜି ବର୍ଷା ହେବା ଭଳି ଦିଶୁଛି ।
ମୁସା ବର୍‌ଷା ହଏନା ଗୁଡ୍‌ ଜଏତାଏଗ୍‌ ।

ହେଟା ବାଘ
ହୁଣାର୍
ହେଟାବାଘ ମଲା ଜୀବଜନ୍ତୁଙ୍କ ହାଡ଼ ବୋହିନିଏ ।
ହୁଣାର୍‌ ଗୋଏଗ୍‌ ଜୀବ୍‌ ଜଁତୁ କିଆଃ ଜାଙ୍ଗ୍ ଗଃଡଡ୍‌ତେ ।

ହୃତ୍‌ପିଣ୍ଡ
ମାୟୁଙ୍ଗ୍
ହୃତ୍‍ପିଣ୍ଡ ଶରୀରକୁ ଶୁଦ୍ଧ ରକ୍ତ ବିତରଣ କରେ ।
ମାୟୁଙ୍ଗ୍ ନିରୀତେ ସାଫାଇୟାମ୍‍ ତାଇଗ୍‌ ତେ ।

କ୍ଷତି
ଉଜାଏର୍‌
ବେଳେବେଳେ ବର୍ଷା ଅଭାବରୁ ଫସଲ କ୍ଷତି ହୁଏ ।
ମେସନ୍‌ ମେସନ୍‌ ବର୍ଷା ଅଭାବ୍‌ତେ ତାସ୍‌ ଉଜାଏର୍‌ ହଏତା ।

କ୍ଷୀର
ତମଲେଙ୍ଗ୍
ମାଁ କ୍ଷୀର ଶିଶୁ ପାଇଁ ଅମୃତ ଅଟେ ।
ମାଁ ତମ୍‌ଲେଙ୍ଗ୍ କୁଣୁଃଆଃ ଥମ୍‌ ଅମଋଦ୍‌ ହାଏ ।

କ୍ଷୁଦ୍ରତମ
ଝାକିଆଃତାୟ କନ୍‌ହନ
ଏକ ସବୁଠାରୁ କ୍ଷୁଦ୍ରତମ ପୂର୍ଣ୍ଣ ସଂଖ୍ୟା ଅଟେ ।
ଏକ୍‌ ଝାକିଆଃତାୟ କନ୍‌ହନ୍‌ ପୂରନ୍‌ ସଂଖ୍ୟା ହାଏ ।

କ୍ଷେତ୍ର
ଜାଗା
କନ୍ଧମାଳ କୃଷି ନିମନ୍ତେ ଉତ୍ତମ କ୍ଷେତ୍ର ନୁହେଁ ।
କନ୍ଧମାଲ ତାସ୍‌ବାସ୍‌ ଆଃ ଥମ୍‍ ଭଲ ଜାଗା ଆଣିଗ୍‌ ।

କ୍ଷେତ
ଆଙ୍କାଲ
କ୍ଷେତରେ ଗୋବର ଖତ ଦେଲେ ଭଲ ଫସଲ ହୁଏ ।
ଆଙ୍କାଲ ତେ ଗବର ଖତ ତେରଃଲାଃ ଭଲତାସ୍‌ ହଏତା ।


logo