logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Khadia Dictionary (Kharia)

ଏକ ଟଙ୍କିଆ
ମୁଇଙ୍ଗ ରୁପିଆ
ଆଜିକାଲି ଏକଟଙ୍କିଆ ନୋଟ୍‌ ଦେଖାଯାଏ ନାହିଁ ।
ଉପାଡି ମୁଇଙ୍ଗରୁପିଆ ଲୋଟ୍‌ ଉମ୍‌ ଜୟ୍‌ତା / ଜୟ୍‌ନା ଉମ୍‍ କୁଇ ତାଏଗ୍‌ ।

ଏକାଦଶ୍‍
ଦଶେବାରେ
ମୁଁ ଏକାଦଶବାରଚିଲିକା ଦେଖିଛି ।
ଇଙ୍ଗ୍ ଏଗାର ଥର ଚିଲିକା ଜୟ୍‌ସିଙ୍ଗ୍ (ଏଗାର) ।

ଏକାଠି
ମୁଇଙ୍ଗତେ
ପରିବାରର ସମସ୍ତେ ଏକାଠି ରହନ୍ତି ।
ଅଗାଃ ଝାକିଗା ମୁଇଙ୍ଗତେ ରହେତାକି ।

ଏକାଧିକ
ଖୋବ (ଜୁଘାଏ)
ମୋ ପାଖରେ ଏକାଧିକ ଗଣିତ ବହି ଅଛି ।
ଇଙ୍ଗଆତେ ଖୋବ୍‍ ଗଣିତ୍‍ ବହି ଆଃଇ / ଏଙ୍ଗାଃ ତେ ଜୁଘାୟ ଗଣିତ୍‍ ବହି ଆଃଇ ।

ଏକାଡ଼ିଆଁ
ମେସନ୍‍ ଗା ପୁଡ କଲା
ମାଙ୍କଡ଼ଟି ଏକା ଡ଼ିଆଁରେ ପଳାଇଲା ।
ବାନ୍ଦରା ମେସନ୍‌ ଗା ପୁଡ୍‌ କଲା ଜାରଃ / ବାନ୍ଦରା ମୁଇଙ୍ଗ୍ ପୁଡ୍‌ପୁଡ୍‌ତେଗା ଜାରଃ ।

ଏକପ୍ରକାର
ମୁଇଙ୍ଗରକମ୍‌ଆଃ
ସୈନିକ ମାନେ ଏକପ୍ରକାର ପୋଷାକ ପିନ୍ଧନ୍ତି ।
ସ‌ଇନିକି ମୁଇଙ୍ଗରକମ୍‌ଆଃ ଛିଡା ପାଟା ସୁଇ ତେକି / ପେଁଟ କୁର୍‌ତା ସୁଇତେ କି / ବର୍‌ଦି ସୁଇତେକି ।

ଏହି
ଏହି ଦେଶ ଆମ ଜନ୍ମଭୁମି ଅଟେ ।
ଉ ଦେଶ୍‌ ଆନିଆଃ ଜନମ୍‍ ମାଏଟ୍‌ ହାଏ / ଉ ରାଏଜ୍‌ ଆନିଆଃ ଜନମ୍‌ଠାଣ ହାଏ ।

ଐରାବତ
ଐରାବତ
ଐରାବତ ହାତୀମାନଙ୍କ ଦଳପତି ଅଟେ ।
ଐରାବତ ହାଁଥୀ କିଆଃ ରାଜା ହାଏ ।

ଓଳି
ଏକବେଳିଆ
ଗ୍ରୀଷ୍ମଋତୁରେ ଏକ ଓଳି କାମ କରିବା ଭଲ ।
ଗିଡି଼ଂଲେରାଙ୍ଗ୍ ଏକ୍‌ବେଳିଆ କାମୁନା ଭଲ ହାଏ ।

ମାଛ ଓ ମାଂସ ଶରୀରର ବୃଦ୍ଧି ଘଟାଏ ।
କାଣଙ୍ଗ୍ ର କୁମାଙ୍ଗ୍ ନିରିତେ ବଢାୟ୍‌ତେ ।


logo