logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Khadia Dictionary (Kharia)

ଉଚ୍ଚାସନ
ମାହାକୁରଟି
ସମ୍ମାନୀୟ ଅତିଥିଙ୍କୁ ଉଚ୍ଚ ଆସନରେ ବସାଯାଏ ।
ମାହାଗତିଆ କିତିଗ୍‍ ମାହାକୁର୍‌ଚି ତଭଲୁଙ୍ଗତେ ଡବ୍‌କତେକି ।

ଉଚ୍ଛନ୍ନ
ବଙ୍ଗଗଃନା
ଦୁର୍ଘଟଣାରେ ତାର ସବୁ ଉଚ୍ଛନ୍ନହୋ‌ଇଗଲା ।
ବଜଡ୍‌ନଃନାତେ ଆଡି ଆଃ ଝାକି ବଙ୍ଗଗଡ୍‌କି

ଉତ୍ପାତ
ଉତ୍‌ପାତ
ଦୁଷ୍ଟମାନଙ୍କର ଉତ୍ପାତ ବଢ଼ିବାରେ ଲାଗିଛି ।
ବଦ୍‌ମାସ୍‌କିଆଃ ଉତ୍‌ପାତ୍‌ ବଢେଲାଃସିଗ୍‍ ।

ଉତ୍କଟ
ଖୋବ୍‍
କିଛି ବର୍ଷ ପରେ ଖଣିଜ ତୈଳର ଉତ୍କଟ ଅଭାବ ହେବ ।
କିଃତେ ମେମନ୍‍ ପରେ ଉସ୍‌ଲ‌ଅଃ ଜୋଲ୍‍ ଖୋବ୍‍ ଅଭାବ୍‍ ହଏନା ।

ଉତ୍ପତ୍ତି
ଜନ୍ମେନା
ଜମି ରହୁଥିବା ପାଣି ମଶାର ଉତ୍ପତ୍ତି ସ୍ଥଳ ଅଟେ ।
ଜମେ ରହେନା ଡାଃ ତେ ମଶାଃ ଜନମ୍‍ ଠାଣ ହାଏ ।

ଉତ୍ସ
ଝରନଡାଃ
ଗ୍ରୀଷ୍ମ ଋତୁରେ ଜଳସ୍ରୋତ ଉତ୍ସ ଶୁଖିଯାଏ ।
ଗିଡିଙ୍ଗ୍ ଲେରାଙ୍ଗ୍ ଝରନ୍‌ଡାଃ ଆଜୋଡ ଗଡ୍‌ତା/ଗଃତା ।

ଉତ୍ସାହୀ
ଉତ୍ସାହୀ
ଉତ୍ସାହୀ ବ୍ୟକ୍ତି ସବୁ କାମରେ ସଫଳ ହୁଏ ।
ଉତ୍ସାହୀ ଲେବୁ ଝାକି କାମୁତେ ସଫଳ କୁଏତେ ।

ଉତ୍ତୋଳନ
ଅଃମୁଃନା
ଖଣିରୁ ଖଣିଜ ପଥର ଉତ୍ତୋଳନ କରାଯାଏ ।
ଖଏଣ୍‌ତାୟ୍‌ ଖନିଜ୍‌ ସରେଙ୍ଗ୍ ଅଃମୁଃନା ହଏତା ।

ଉପବାସ
ଉପାସ୍‍
ଉପବାସଦ୍ୱାରା ପାକସ୍ଥଳୀ ବିଶ୍ରାମ ପାଇଥାଏ ।
ଉପାସ୍‍ ରହେକିଲାଃ (ଲାଏଗ୍‍) ଆରାମ୍‍ କୁଏତେ (ଲାଏଗ୍‍) ।

ଉଠାଇ
ଉଡାଏ
ବେଳେବେଳେ ପବନ ଚାଳକୁ ଉଠାଇ ନେଇଥାଏ ।
ମେସନ୍‍ ମେସନ୍‍ କୟ ଛାଉନିତେ ଉଡାଏ ଡଡ୍‌ଡୁଃତେ ।


logo