logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Khadia Dictionary (Kharia)

ଆଖଡ଼ା ଘର
ଗାଦିଅଃ
ପୂର୍ବକାଳର ଆଖଡ଼ା ଘର ବର୍ତ୍ତମାନ ଆଉ ନାହିଁ ।
ଆଘ୍‌ଲି ଆଃ ଗାଦି ଅଃ ତାମା ମଃଡେଗ୍‌ ।

ଆଶ୍ୱସ୍ତ
ଧୀରଜ୍‌ ବାଏନା
ଭଲ ଫସଲ ଦେଖି ଚାଷୀ ଆଶ୍ୱସ୍ତ ହୁଅନ୍ତି ।
ଭଲଚାଷ ଜୟକଲା ଚାଷୀ ମନ୍‌ତେ ଧୀରଜ୍‌ ବାୟ୍‌ତେ କି ।

ଆଗ୍ରହୀ
ଇଚ୍ଛା
ପିଲାମାନେ ପାଠ ପଢ଼ାରେ ଅଧିକ ଆଗ୍ରହୀ ହେବା ଉଚିତ ।
ବେଟାକି ପାଟ୍‌ ପଢ଼େନାଃଥମ୍‌ ଅଏତ୍‌କା ଇଚ୍ଛା ବାୟ୍‌ନା କାୟମ୍‌ ।

ଆନନ୍ଦ
ଲେରୈଃ
ଈଶ୍ୱର ଭୟ ପ୍ରକୃତ ଆନନ୍ଦ ଦିଏ ।
ଭଗବାନ୍‌ ତେ ବତଙ୍ଗ୍ କିଲା ପରକୁତ୍‌ ଲେରୈଃ ତେର୍‌ତେ/କୁଇତା ।

ଆସ
ଆଏ
ଆସ ସ୍କୁଲକୁ ଯିବା ।
ଆଏ ଇସ୍‌କୁଲ୍‌ ସାନାନାଙ୍ଗ୍ ।

ଆଗ
ଆଘ୍‌ଲି
ଆଗ ଧାଡ଼ିରେ ବସିଲେ ଶିକ୍ଷା ଦାନ ଭଲ ଶୁଭେ ।
ଆଘ୍‌ଲି ଧାଡିତେ ଡକକିଲାଃ ପଢ଼ାଏ ତେକି ପାଟ୍‍ ବନେ ଅଣ୍ଡର୍‌ତା ।

ଆରମ୍ଭ
ସୁରୁ
ପ୍ରାର୍ଥନା କରି କାର୍ଯ୍ୟ ଆରମ୍ଭ କରିବା ଭଲ ।
ବିନ୍‌ତି ବାୟ କରି କାମୁ ସୁରୁ ବାୟ୍‌ନା ଭଲ୍‌ ହାଏ ।

ଆତ
ବଢ଼ଲ
ଆତ ଫଳ ଭାରି ସୁଆଦିଆ ଲାଗେ ।
ବଢ଼ଲ ଲକୁ ନ‌ଅନା ବଡା ସେବୁଲ୍‌ ଲାଃତା ।

ଆଶା
ଆଶା
ପରିଶ୍ରମ ବିହୀନ ଆଶା ବୃଥାରେ ଯାଏ ।
ଏନେମ୍‌ କାମୁକଲା ଆଶା ବାୟନା ବେକାର୍‌ ହାଏ ।

ଆଲମିରା
ଆଲମାରି
ଆଲମିରାରେ ବହି ପତ୍ର ସୁରକ୍ଷିତ ରହେ ।
ଆଲ୍‌ମାରିତେ ବହିଖାତା ଯତନ୍‌ କରି ରହେତା ।


logo