logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Khadia Dictionary (Kharia)

ଆଙ୍କିବା
ଛାପା ବାଏନା
ଚିତ୍ର ଆଙ୍କିବା ଅଭ୍ୟାସ କର ।
ଛାପା ବାଏନାଃ ଅଭିଆସ୍‌ ବାୟେ ।

ଆଦିମ ମଣିଷ
ଅସ୍ମେଗ୍‌ ଆ ଲେବୁ
ଆଦିମ ମଣିଷ ଶିକ୍ଷିତ ନ ଥିଲେ ।
ଅସମେଗ୍‌ ଆଃ ଲେବୁକି / ସେଙ୍ଗଆଃ ଲେବୁକି ଲେଖା ପଢ଼ାମଃ ଆନାକି ।

ଆମ୍ଲେଟ
ଆଣା କଲଙ୍ଗ/ଆଣା ଆମ୍‌ଲେଟ୍‍
ଅଣ୍ଡା ଆମ୍ଲେଟ ଖାଇବାକୁ ରୁଚିକର ଲାଗେ
ଆଣା କଲଙ୍ଗ ନଃନାଃଥମ୍‌ ସେବୁଲ୍‌ ଲାଃତା

ଆବଶ୍ୟକ
ଜରୁରୀ
ବ୍ୟାୟାମ ଆମ ଶରୀର ପାଇଁ ଆବଶ୍ୟକ ଅଟେ ।
କସରତ୍‌ ବାୟାନା ଆନିଆଃନିରିଆଃଥମ୍‌ ଜରୁରୀ ହାଏ ।

ଆମ ଗାଁ
ଏଲାଃ କେଲକେ
ଆମ ଗାଁ ଉପର ମୁଣ୍ଡରେ ପାହାଡ଼ଟିଏ ଅଛି ।
ଏଲାଃ କେଲ୍‌କେ ଆଃ ତହଲୁଙ୍ଗତିଗ୍‌ ମୁଇଙ୍ଗ୍ ବିରୁ ଆଃଇ ।

ଆମ୍ବ ଟାକୁଆ
କାୟାର (ଟାଙ୍କୁ)
ଆଦିବାସୀ ମାନେ ଆମ୍ବ ଟାକୁଆର କୁଇଲି ଖାଆନ୍ତି
ଆଦିବାସୀ ଲେବୁକି କାୟାର୍‌ ଟାଁକୁ ଆଃ କୁଇଲିତେ ନ‌ଅତେ କି

ଆତୁର
ଉଚୁଲଛୁଛୁଲ
ପରୀକ୍ଷା ଫଳ ଜାଣିବା ପାଇଁ ପିଲେ ଆତୁର ହୋଇଥାନ୍ତି ।
ପାସ୍‌ ଫେଲ୍‌ ଅଣ୍ଡର୍‌ ନାଃ ଥମ୍‌ କୁଣୁଃକି ଉଚୁଲ୍‌ଛୁଛୁଲ୍‌ ହଏତାକି ।

ଆସ୍ଫାଳନ
ଡିଙ୍ଗତାର୍‌ନା
ମନୁଷ୍ୟର ଆସ୍ଫାଳନ ବୃଥା ହୋଇଥାଏ ।
ଲେବୁଆଃତେ ଡିଙ୍ଗ୍ ତାର୍‌ନା ବେକାର୍‌ ହାଏ ।

ଆସ୍ପର୍ଦ୍ଧା
ଛାତିଡେରେନା
ଗର୍ବୀରଆସ୍ପର୍ଦ୍ଧାତାର ବିନାଶର କାରଣ ।
ଗର୍ବୀଲେବୁ ଛାତିଡେରେକଲା କାୟମ୍‌ନା ବିନାଶ୍‌ ଆଃ କାରନ୍‌ ହାଏ ।

ଆଙ୍ଗୁଠି
ଆଙ୍ଗଠି
ଆଙ୍ଗୁଠି ଧରିବାରେ ସାହାଯ୍ୟ କରେ ।
ଆଙ୍ଗଠି ଧଃତେ ନାଃଥମ୍‌ ସାହେଜ୍‌ ବାୟ୍‌ତେ ।


logo