logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Khadia Dictionary (Kharia)

ଆଶ୍ୱାସନା
ଅବ୍‌ ବୁଝାୟନା / ସାହାସ ତେରନା
ବାପା ମୋତେ ଆଶ୍ୱାସନା ଦେଲେ ।
ବୁଆଗିଙ୍ଗ୍ ଇଙ୍ଗତେ ଅବ୍‌ ବୁଝାୟ ଅଃ । / ବୁଆଗିଙ୍ଗ୍ ଇଙ୍ଗତେ ସାହାସ୍‌ ତେରଃ ।

ଆୟୋଜନ
ବେବସ୍ଥା
ବିଦ୍ୟାଳୟରେ କ୍ରୀଡ଼ାଆୟୋଜନ କରାଗଲା ।
ଇସ୍‌କୁଲ୍‌ତେ ଖେଲ୍‌କୁଦ ଆଃଥମ୍‌ ବେବସ୍ଥା ବାୟଃକି ।

ଆବାସ
ରହେନା
ଜଙ୍ଗଲ ହାତୀମାନଙ୍କର ଆବାସ ସ୍ଥଳ ଅଟେ ।
ଆଡାୟତେ ହାତୀ କିଆଃ ରହେନା ଜାଗା ହାୟ ।

ଆବଶ୍ୟକ
ଦାରକାର
ଗୁରୁଜନଙ୍କର ଆଦେଶ ମାନିବା ଆବଶ୍ୟକ ।
ମାହାଲେବୁ କିଆ କାୟମ ମାନେ ନାଃ କାୟମାଃ ଦରକାର ।

ଆଲୋକ
ପାତାର
ସୂର୍ଯ୍ୟଠାରୁ ପୃଥିବୀକୁ ଆଲୋକ ଆସେ ।
ବେଡ ଆଃତାୟ ଧର୍‌ତିବୁଙ୍ଗ୍ ପାତାର ଡେଲ୍‌ତା ।

ଆପଣା ପର
ହଡ଼ମ୍‌ ଲେବୁ ଆଃ
ଆପଣା ପର ଭାବିବା ପାପ ଅଟେ ।
ହଡ଼ମ ଲେବୁଆଃ / ହଡ଼ମ୍‌ କିଆଃ ଖାରାପ୍‌ ଚିନ୍ତା ବାୟ୍‌ନା ପାପ୍‌ ହାଏ ।

ଆରୋଗ୍ୟ
ବାରୁହଏନା
ମୁଁ ତୁମର ଆରୋଗ୍ୟ କାମନା କରେ ।
ଇଙ୍ଗ୍ ଆମାଃ ବାରୁ ହଏନାଃ ଥମ୍‌ ବିନ୍‌ତି ବାଇଙ୍ଗ୍ ।

ଆଚରଣ
ବେଭାର୍‌
ଆମ ଆଚରଣ ମାର୍ଜିତ ହେବା ଉଚିତ ।
ଆନିଆଃ ବେଭାର୍‌ ଠିକ୍‌ଠାକ୍‌ ହଏନାଃ କାୟମ୍‌ ।

ଆମ୍ବ ଗଛ
କାୟାର ଦାରୁ
ଆମ ବାରିରେ ଗୋଟିଏ ଆମ୍ବଗଛ ଅଛି ।
ଏଲାଃ ବାଡିତେ ମୁଇଙ୍ଗ୍ କାୟାର ଦାରୁ ଆଃଇ ।

ଆଡ଼ମ୍ବର
ଜାକ୍‌ଜମକ୍‌
ଲୋକେ ନୂଆବର୍ଷ ଆଡ଼ମ୍ବର ସହିତ ପାଳନ୍ତି ।
ଲେବୁକି ତମ୍‌ନେବରଷ୍‌ ଜାକ୍‌ଜମକ୍‌ତେ ମାନାୟତେକି ।


logo