logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Khadia Dictionary (Kharia)

ଆଦାୟ
ଅସୁଲ
ଚାଷୀମାନେ ଜମିରୁ ଫସଲ ଆଦାୟ କରନ୍ତି ।
ତାସିଆର୍‌କି ଆଙ୍କାଲ୍‌ ତାଏ କିର୍‌ସିଜାଏତ୍‌ ଅସୁଲ ତେକି ।

ଆଖିରେ ରଖିବା
ମଡ୍‌ମଡ୍‌ ଜୟନା
ପିତାମାତା ନିଜ ପିଲାକୁ ଆଖିରେ ରଖିବା ଉଚିତ ।
ବୁଆ ମା ନିଜର୍‌ କୁଣୁଃତେ ମଡ୍‌ ମଡ୍‌ ଜୟନାଃ କାୟମ୍‌ ।

ଆଗ୍ରହ
ମନ୍‌ଉନ୍‌ନା
ପାଠ ପଢ଼ା ସହିତ କ୍ରିଡ଼ାରେ ଆଗ୍ରହ ରଖିଥାଅ ।
ପାଟ୍‌ପଢ଼େନାଃ ସରିସରି ଖେଲ୍‌କୁଦ୍‌ତେଜ ମନ୍‌ ଉନ୍‌ନାଃ କାୟମ୍‍ ।

ଆଖି
ମଡ
ଆମେ ଆଖିର ଯତ୍ନ ନେବା ଉଚିତ ।
ଆନିଙ୍ଗ୍ ମଡ୍‌ଆଃ ଯତନ୍‌ ଡଡ୍‌ନାଃ କାୟମ୍‌ ।

ଆବିଷ୍କାର
ଲାମନା
କଲମ୍ବସ ଆମେରିକା ଆବିଷ୍କାର କରିଥିଲେ ।
କଲମ୍ବସ ଆମେରିକା ଲାମ୍‌ନାଃଥମ୍‌ ସାନ୍‌ସିଥଃ ।

ଆବୃତ୍ତି
ଆଲ୍‌ଙ୍ଗ୍
ରବି ଶ୍ରେଣୀରେ କବିତା ଆବୃତ୍ତି କଲା ନାହିଁ ।
ରବି କିଲାସତେ ବହିଆଃ ଆଲଙ୍ଗ୍ ଉମ୍‌ ଆଲଙ୍ଗ୍ କି ।

ଆକାଶ
ଶୂଇନ୍‌
ନୀଳ ଆକାଶ ତଳେ ଆମେ ସମସ୍ତେ ରହିଛୁଁ ।
ନୀଳିଆ ଶୂଇନ୍‌ତେ ଆନିଙ୍ଗ୍ ଝାକିଗା ରହେ ସିଗ୍‌ନିଙ୍ଗ୍ ।

ଆମ୍ବ
କାୟାର
ଗ୍ରୀଷ୍ମ ଋତୁରେ ଆମ୍ବ ପାଚେ ।
ବୈଶାଖ୍‌ ଲେରାଙ୍ଗ୍ କାୟାର୍‌ ବେଲମ୍‌ତା ।

ଆହା
ଅହରେମା
ଆହା; ବୁଢ଼ୀଟି କେତେ ଦୁଃଖ ପାଉଛି !
ଅହ୍‌ରେମାଁ ବୁଢୀ ଲେବୁ ଯେ କିଃତେ କସୁ କୁଇ ତାଏଗ୍‌ !

ଆହ୍ଲାଦ
ଲେରୈଃ
ନୂଆ ବହି ଦେଖି କୁନି ଆହ୍ଲାଦ ପାଉଛି ।
ତମ୍‌ନେ ବହି ଜୟ କରି କୁନି ଲେରୈଃ ଗଃତାଏଗ୍‌ ।


logo