logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Khadia Dictionary (Kharia)

ଅଣ୍ଡାକୃତି
ଆଣାଃଗୁଡ୍‌
ପୃଥିବୀର କକ୍ଷପଥ ଅଣ୍ଡାକୃତି ଅଟେ
ପୁରଥି ଆଃ କିନ୍ଦରେନା ଗଏଞ୍ଜୁଗ୍‌ ଆଣାଗୁଡ୍‌ ହାଏ ।

ଅନ୍ଧାର
ଇଡିବ୍‌
ଅନ୍ଧାର ରାତିରେ ଚୋରର ଭୟ ଥାଏ ।
ନେଲୁଂ ଇଡିବ୍‌ତେ ସୁରୁମ୍‌ ଆଃ ବତଙ୍ଗ୍ ଆତା ।

ଅର୍ଦ୍ଧେକ ଅଂଶ
ଆଧା ଭାଗ
ମୋ ମିଠେଇର ଅର୍ଦ୍ଧେକ ଅଂଶ ମୋ ଭାଇକୁ ଦେଲି ।
ଇଙ୍ଗା ମିଠେଆଃ ଆଧାଭଗ୍‌ ଭାଇ ଗିଙ୍ଗ୍ ତେ ତେରେଗ୍‌ ।

ଅଭାବୀ
ଅଭାବୀ
ଆମ ସମାଜରେ ଅନେକ ଅଭାବୀ ଲୋକ ଅଛନ୍ତି ।
ଏଲାଃ ସାମାଜ୍‌ତେ ଖୋବ୍‌ ଅଭାବୀ ଲେବୁ ଆଇଗ୍‌ କି ।

ଅପକାରିତା
ଖାରାପ୍‌
ଧୂମ ପାନର ଅପକାରିତା ଅତି ଭୟଙ୍କର ।
କୁହୁଲା ଉଡ୍‌ନା ଖୋବ୍‌ ଖାରାପ୍‌ ହାଏ ।

ଅଭାବ
ଅଭାବ
ପରିଶ୍ରମୀର ଅଭାବ ନ ଥାଏ ।
ଜାଙ୍ଗଡ୍‌ ବାହାଁ ଲେବୁଆଃ ଅଭାବ୍‌ ଉମ୍‌ ଆତା ।

ଅନୁସରଣ
ପଛଲାପଛଲା
ଆମେ ଧାର୍ମିକର ଅନୁସରଣ କରିବା ଉଚିତ ।
ଆନିଙ୍ଗ୍ ଧରମ୍‌ ଲେବୁଆଃ ପଛ୍‌ଲା ପଛ୍‌ଲା ସାନ୍‌ନାଃ କାୟମ୍‍ ।

ଅକାଳ
ଅଦିନ ଦିନତେ
ମଦ୍ୟପାନ ହେତୁ ତାଙ୍କର ଅକାଳରେ ମୃତ୍ୟୁ ହେଲା ।
ଝାର, ଆର୍‌ଖି ଆଃଥମ୍‌, ଆଡିଆଃ ଅଦିନ୍‌ ଦିନତେ ଗୋଏଗ୍‌ ଗଃକି ।

ଅଶ୍ୱତଥ
ପାକ୍‌ରି/ଜାରାଃ
ଅଶ୍ୱତଥ ଗଛର ଛାଇ ଭାରି ଥଣ୍ଡା ଲାଗେ ।
ପାକ୍‌ରି/ଜାରାଃ ଦାରୁଆଃ ଲଙ୍ଗେ ବନେ ଠଣ୍‌ହାଃ ଲାଃତା ।

ଆଲୋଚନା
କାୟମ୍‌ କାଥା
ଆଲୋଚନା ଦ୍ୱାରା ସମସ୍ୟା ସମାଧାନ ହୁଏ ।
କାୟମ୍‌ କାଥା ବୁଙ୍ଗ୍ ଝାମଲା ବନେ ଗଃତା ।


logo