logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Khadia Dictionary (Kharia)

ଧନ
ସମ୍ପତି
ପରିଶ୍ରମ କରି ଧନ ଉପାର୍ଜନ କର ।
କାମୁକାଠାଏକଲା ସମ୍ପତି ଉନେପେ ।

ଅବସ୍ଥିତି
ରହେନା
ନଈର ଅବସ୍ଥିତି ଆମ ପାଇଁ ମଙ୍ଗଳ ଜନକ ।
ଖିରମ୍‌ ରହେନା ଆନିଆଃଲାଗି ଖୋବ୍‌ ଭଲ ହାଏ ।

ଅନୁମାନ
ଅନ୍‌ମାନିକ୍‌
ଅନୁମାନ ଦ୍ୱାରା କାର୍ଯ୍ୟ ସଫଳ ହୁଏ ନାହିଁ ।
ଅନ୍‌ମାନିକ୍‌ ତେ କାମୁ ପୁରା ଉମ୍‌ ହଏତା ।

ଅନେକ
କିଃତେ ନା କିଃତେ
ଆମ ସମାଜରେ ଅନେକ ସମସ୍ୟା ଅଛି ।
ଆନିଆ ସମାଜତେ କିଃତେ ନା କିଃତେ ଜଞ୍ଜାଲ୍‌ ଆଃଇ ।

ଅଦଳ ବଦଳ
ଆଦଲାବାଦ୍‌ଲା
ପୂର୍ବ କାଳରେ ଅଦଳ ବଦଳ ଦ୍ୱାରା କିଣାବିକା ହେଉଥିଲା ।
ଅସ୍ମେଗ୍‌ ଆଃ ବେଡାତେ ଆଦଲାବାଦ୍‌ଲା ବୁଙ୍ଗ୍ ସଙ୍ଗନା ଅବ୍‌ସଙ୍ଗନା ହଏ ଖାନ୍ତା । ସେଙ୍ଗାଃ ଯୁଗ୍‌ତେ ଆଦଲାବାଦ୍‌ଲା ବୁଙ୍ଗ୍ ସଙ୍ଗ୍ ଅବ୍‌ସଙ୍ଗ୍ ହଏଖାନ୍‌ତା ।

ଅଣ୍ଡା
ଆଣାଃ
ଅଣ୍ଡାର କେଶର ଦେହ ପାଇଁ ହିତକାରକ ।
ଆଣାଃ କେଶର୍‌ ଡମ୍‌ ନିରି ଆଃଥମ୍‌ ଖୋବ୍‌ ଭଲ ହାଏ ।

ଅଷ୍ଟମ
ଆଟ୍‌
ମୋ ବଡ଼ ଭଉଣୀ ଅଷ୍ଟମ ଶ୍ରେଣୀରେ ପଢ଼େ ।
ଇଙ୍ଗା ବାଇଗିଙ୍ଗ୍ ଆଠ୍‍ କିଲାସ୍‌ତେ ପଢ଼େତା ।

ଅନୁସାରେ
ହିସାବ ତେ
ଉଚ୍ଚତା ଅନୁସାରେ ଠିଆ ହୁଅ ।
ମାହାଁ ହିସାବ୍‌ତେ ତଙ୍ଗହନ୍‌ ନାପେ ।

ଅନ୍ତନଳୀ
ଭିଃତାରନଳୀ
ଅନ୍ତନଳୀ ସଫା ରଖିବାକୁ ଯଥେଷ୍ଟ ପାଣି ଆବଶ୍ୟକ ।
ଲାଏଗ୍‌ ଭିଃତାର୍‌ ଆଃ ନଳୀ ସଫା ଉନ୍‌ନାଃଥମ୍‍ ଖୋବ୍‌ ଡାଃ ଉଡ୍‌ନାଃ କାୟମ୍‌ ।

ଅନାଇବା
ଜୟତାଏଗ୍‌
ଭିକାରୀଟି କରୁଣ ଦୃଷ୍ଟିରେ ଅନାଇଛି ।
ମଙ୍ଗନ୍ତରୀ ଯେଃ ଗଡ୍‌ଗଡାଡାଃ ଜୟ୍‌ତାଏଗ୍‌ ।


logo